ଦନ୍ତା ହାତୀର ମୃତ ଦେହ ଠାବ, ଘଟଣା ସ୍ଥଳରେ ବନବିଭାଗ
କୁଚିଣ୍ଡା: ଦନ୍ତା ହାତୀର ମୃତ ଦେହ ଠାବ । ବାମରା ବନଖଣ୍ଡ ଜମନକିରା ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ସରଡ଼ା ରାସ୍ତା ବାଲିଆମ ପର୍ବତ ନିକଟରେ ଏକ ଦନ୍ତା ହାତୀର ମୃତ ଦେହ ଠାବ ହୋଇଛି l ତେବେ ହାତୀ ମୃତ୍ୟୁର କାରଣ ଜଣାପଡ଼ିନଥିବାବେଳେ। ଘଟଣା ସ୍ଥଳରେ ପହଞ୍ଚିଚି ବନବିଭାଗ । ହାତୀଟିର ବୟସ ୭ରୁ ୮ ବର୍ଷ ବୟସ ସୂଚନା। Updating... You Can Read: ଉପ-କାରାଗାରରୁ ଚମ୍ପଟ ବିଚାରାଧୀନ କଏଦୀ ଧରାପଡିଲା, କାର୍ଯ୍ୟରେ ଅବହେଳା ପାଇଁ ୨ କନେଷ୍ଟବଳ ନିଲମ୍ବିତ The post ଦନ୍ତା ହାତୀର ମୃତ ଦେହ ଠାବ, ଘଟଣା ସ୍ଥଳରେ ବନବିଭାଗ appeared first on Prameya News7.
କୁଚିଣ୍ଡା: ଦନ୍ତା ହାତୀର ମୃତ ଦେହ ଠାବ । ବାମରା ବନଖଣ୍ଡ ଜମନକିରା ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ସରଡ଼ା ରାସ୍ତା ବାଲିଆମ ପର୍ବତ ନିକଟରେ ଏକ ଦନ୍ତା ହାତୀର ମୃତ ଦେହ ଠାବ ହୋଇଛି l ତେବେ ହାତୀ ମୃତ୍ୟୁର କାରଣ ଜଣାପଡ଼ିନଥିବାବେଳେ। ଘଟଣା ସ୍ଥଳରେ ପହଞ୍ଚିଚି ବନବିଭାଗ । ହାତୀଟିର ବୟସ ୭ରୁ ୮ ବର୍ଷ ବୟସ ସୂଚନା।
Updating...
You Can Read: ଉପ-କାରାଗାରରୁ ଚମ୍ପଟ ବିଚାରାଧୀନ କଏଦୀ ଧରାପଡିଲା, କାର୍ଯ୍ୟରେ ଅବହେଳା ପାଇଁ ୨ କନେଷ୍ଟବଳ ନିଲମ୍ବିତ
The post ଦନ୍ତା ହାତୀର ମୃତ ଦେହ ଠାବ, ଘଟଣା ସ୍ଥଳରେ ବନବିଭାଗ appeared first on Prameya News7.