ଦନ୍ତା ହାତୀର ମୃତଦେହ ଠାବ, ଘଟଣାସ୍ଥଳରେ ବନ କର୍ମଚାରୀଙ୍କ ତଦନ୍ତ
ଭଞ୍ଜନଗର: ଉତ୍ତର ଘୁମୁସର ବନଖଣ୍ଡ ଗାଲେରୀ ରେଞ୍ଜ ବେରୁହାଁବାଡ଼ି ଗ୍ରାମ ନିକଟଜଙ୍ଗଲରେ ଦନ୍ତା ହାତୀର ମୃତ୍ୟୁ ଦେହ ଠାବ। ମୃତ ହାତୀଟି ସେହି ଗୋଠ ଛଡ଼ା ହାତୀ ବୋଲି ଅନୁମାନ କରାଯାଉଛି l ବନବିଭାଗର ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।