ଦଳ ନା ପ୍ରାର୍ଥୀ? ସମ୍ବଲପୁରରେ କାହା ମୁଣ୍ଡରେ ସୁନାକଳସ ଢ଼ାଳିବେ ଜନତା…
ସମ୍ବଲପୁର,୮।୫: ଦିଲ୍ଲୀରୁ ପଲ୍ଲୀ ଏବେ ସବୁଠି ନିର୍ବାଚନୀ ତାତି। ସମ୍ବଲପୁର କଥା ଦେଖିଲେ ଏଠାରେ ୩ ପ୍ରମୁଖ ଦଳ ନିଜର ପ୍ରାର୍ଥୀଙ୍କୁ ଓହ୍ଲାଇଛନ୍ତି। ନିଜର ପୁରୁଖା ନେତାଙ୍କୁ ଦଳ ଏଠାରେ ଲଢ଼ିବାକୁ ବାଛିଛନ୍ତି। ଏହି ନିର୍ବାଚନରେ ହାଇ ଭୋଲ୍ଟେଜ୍ ଲଢ଼େଇ ଦେଖିବାକୁ ମିଳିବା ଆଶା ଥିବା ବେଳେ କିଛି କିଭଳି ରହିଛି ଭୋଟର୍ଙ୍କ ଆଭିମୁଖ୍ୟ। The post ଦଳ ନା ପ୍ରାର୍ଥୀ? ସମ୍ବଲପୁରରେ କାହା ମୁଣ୍ଡରେ ସୁନାକଳସ ଢ଼ାଳିବେ ଜନତା… appeared first on Dharitri Odia News.
ସମ୍ବଲପୁର,୮।୫: ଦିଲ୍ଲୀରୁ ପଲ୍ଲୀ ଏବେ ସବୁଠି ନିର୍ବାଚନୀ ତାତି। ସମ୍ବଲପୁର କଥା ଦେଖିଲେ ଏଠାରେ ୩ ପ୍ରମୁଖ ଦଳ ନିଜର ପ୍ରାର୍ଥୀଙ୍କୁ ଓହ୍ଲାଇଛନ୍ତି। ନିଜର ପୁରୁଖା ନେତାଙ୍କୁ ଦଳ ଏଠାରେ ଲଢ଼ିବାକୁ ବାଛିଛନ୍ତି। ଏହି ନିର୍ବାଚନରେ ହାଇ ଭୋଲ୍ଟେଜ୍ ଲଢ଼େଇ ଦେଖିବାକୁ ମିଳିବା ଆଶା ଥିବା ବେଳେ କିଛି କିଭଳି ରହିଛି ଭୋଟର୍ଙ୍କ ଆଭିମୁଖ୍ୟ।
The post ଦଳ ନା ପ୍ରାର୍ଥୀ? ସମ୍ବଲପୁରରେ କାହା ମୁଣ୍ଡରେ ସୁନାକଳସ ଢ଼ାଳିବେ ଜନତା… appeared first on Dharitri Odia News.