ଦଳରେ ମିଶୁମିଶୁ ମିଳିଗଲା ଟିକେଟ

ଭୁବନେଶ୍ୱର,୧୨।୪: ଭାଜପା ମଙ୍ଗଳବାର ୨୧ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ କୋରାପୁଟ ଜିଲା ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ପାଇଁ ପୂର୍ବତନ ବିଧାୟକ କୈଳାଶ କୁଲେସିକାଙ୍କୁ ଭାଜପା ଟିକେଟ୍‌ ଦେଇଛି। ସୂଚନା ଯୋଗ୍ୟ, କିଛି ଦିନ ତଳେ ବିଜେଡି ଛାଡି ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ କୁଲେସିକା ଭାଜପାରେ ସାମିଲ ହୋଇଥିଲେ। ହେଲେ ଭାଜପାରେ ଯୋଗ ଦେଉଦେଉ ଦଳ ଭାରସା କରି ତାଙ୍କୁ ଟିକେଟ୍‌ ଦେଇଛି। ଏନେଇ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀରେ କର୍ମୀଙ୍କ […] The post ଦଳରେ ମିଶୁମିଶୁ ମିଳିଗଲା ଟିକେଟ appeared first on Dharitri Odia News.

ଦଳରେ ମିଶୁମିଶୁ ମିଳିଗଲା ଟିକେଟ

ଭୁବନେଶ୍ୱର,୧୨।୪: ଭାଜପା ମଙ୍ଗଳବାର ୨୧ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ କୋରାପୁଟ ଜିଲା ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ପାଇଁ ପୂର୍ବତନ ବିଧାୟକ କୈଳାଶ କୁଲେସିକାଙ୍କୁ ଭାଜପା ଟିକେଟ୍‌ ଦେଇଛି।

ସୂଚନା ଯୋଗ୍ୟ, କିଛି ଦିନ ତଳେ ବିଜେଡି ଛାଡି ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ କୁଲେସିକା ଭାଜପାରେ ସାମିଲ ହୋଇଥିଲେ। ହେଲେ ଭାଜପାରେ ଯୋଗ ଦେଉଦେଉ ଦଳ ଭାରସା କରି ତାଙ୍କୁ ଟିକେଟ୍‌ ଦେଇଛି। ଏନେଇ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀରେ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି।

The post ଦଳରେ ମିଶୁମିଶୁ ମିଳିଗଲା ଟିକେଟ appeared first on Dharitri Odia News.