କଡ଼ ଲେଉଟାଉଛି କି କରୋନାର ନୂଆ ଲହର? 

ପୁଣି ଡରେଇଲାଣି କରୋନା । ଭାରତକୁ ଫେରିଲା କୋଭିଡ୍ ଭୟ । 257 ନୂଆ ଆକ୍ରାନ୍ତ, 2 ମୃତ । ଚୀନ୍, ସିଙ୍ଗାପୁର ଓ ଥାଇଲାଣ୍ଡ ପରେ ଆମ ଦେଶରେ ବି ବାଜିଗଲାଣି କୋଭିଡ୍-19 ନୂଆ ଲହରର ଆଲାର୍ମ।

କଡ଼ ଲେଉଟାଉଛି କି କରୋନାର ନୂଆ ଲହର? 
Array