ଦଶପଲ୍ଲା ନିର୍ବାଚନମଣ୍ଡଳୀରେ କନ୍ଧମାଳ ବିଜେଡି ସାଂସଦ ପ୍ରାର୍ଥୀଙ୍କ ପ୍ରଚାର
ଦଶପଲ୍ଲା : ଦଶପଲ୍ଲା ନିର୍ବାଚନମଣ୍ଡଳୀରେ କନ୍ଧମାଳ ବିଜେଡି ସାଂସଦ ପ୍ରାର୍ଥୀଙ୍କ ପ୍ରଚାର । ଦଶପଲ୍ଲା ଓ ଗଣିଆ ବ୍ଲକର ବିଭିନ୍ନ ସ୍ଥାନରେ ମାରାଥନ ପ୍ରଚାର କରୁଛନ୍ତି ବିଜେଡ଼ିର କନ୍ଧମାଳ ସାଂସଦ ପ୍ରାର୍ଥୀ ଡ଼ ଅଚ୍ୟୁତ ସାମନ୍ତ । ତାଙ୍କ ସହ ପ୍ରଚାର ମଇଦାନରେ ଅଛନ୍ତି ଦଶପଲ୍ଲା ବିଧାୟକ ପ୍ରାର୍ଥୀ ରମେଶ ଚନ୍ଦ୍ର ବେହେରା। ପ୍ରଚାର କାର୍ଯ୍ୟକ୍ରମ ପ୍ରଥମେ ଦଶପଲ୍ଲା ବ୍ଲକ ଟାକରା ପଞ୍ଚାୟତ ବୁଗୁଡ଼ା ଠାରୁ ଆରମ୍ଭ ହୋଇଥିଲା । ଏହା ପରେ ଘୁଗୁଡ଼ିପଡ଼ା ଗ୍ରାମ ପଞ୍ଚାୟତର […] The post ଦଶପଲ୍ଲା ନିର୍ବାଚନମଣ୍ଡଳୀରେ କନ୍ଧମାଳ ବିଜେଡି ସାଂସଦ ପ୍ରାର୍ଥୀଙ୍କ ପ୍ରଚାର appeared first on KNews Odisha.

ଦଶପଲ୍ଲା : ଦଶପଲ୍ଲା ନିର୍ବାଚନମଣ୍ଡଳୀରେ କନ୍ଧମାଳ ବିଜେଡି ସାଂସଦ ପ୍ରାର୍ଥୀଙ୍କ ପ୍ରଚାର । ଦଶପଲ୍ଲା ଓ ଗଣିଆ ବ୍ଲକର ବିଭିନ୍ନ ସ୍ଥାନରେ ମାରାଥନ ପ୍ରଚାର କରୁଛନ୍ତି ବିଜେଡ଼ିର କନ୍ଧମାଳ ସାଂସଦ ପ୍ରାର୍ଥୀ ଡ଼ ଅଚ୍ୟୁତ ସାମନ୍ତ । ତାଙ୍କ ସହ ପ୍ରଚାର ମଇଦାନରେ ଅଛନ୍ତି ଦଶପଲ୍ଲା ବିଧାୟକ ପ୍ରାର୍ଥୀ ରମେଶ ଚନ୍ଦ୍ର ବେହେରା।
ପ୍ରଚାର କାର୍ଯ୍ୟକ୍ରମ ପ୍ରଥମେ ଦଶପଲ୍ଲା ବ୍ଲକ ଟାକରା ପଞ୍ଚାୟତ ବୁଗୁଡ଼ା ଠାରୁ ଆରମ୍ଭ ହୋଇଥିଲା । ଏହା ପରେ ଘୁଗୁଡ଼ିପଡ଼ା ଗ୍ରାମ ପଞ୍ଚାୟତର ମକର ପ୍ରସାଦ ହୋଇ ବଡ଼ସିଲିଙ୍ଗାରେ ପହଞ୍ଚିଥିଲା । ସେଠାରେ ଲୋକଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ବଚ୍ଛ ଶାସନ ଓ ନିର୍ମଳ ଭାବମୂର୍ତ୍ତି ସଂପର୍କରେ କହିଥିଲେ ଡ. ଅଚ୍ୟୁତ ସାମନ୍ତ । ଆସନ୍ତା ୨୦ ତାରିଖ ରେ ଶଙ୍ଖ ଚିହ୍ନରେ ଦୁଇ ଥର ଭୋଟ ଦେଇ ବିଜେଡିର ଉଭୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ନିବେଦନ କରିଛନ୍ତି।
The post ଦଶପଲ୍ଲା ନିର୍ବାଚନମଣ୍ଡଳୀରେ କନ୍ଧମାଳ ବିଜେଡି ସାଂସଦ ପ୍ରାର୍ଥୀଙ୍କ ପ୍ରଚାର appeared first on KNews Odisha.