ଦଶମନ୍ତପୁର ବ୍ଳକ ର ଗ୍ରାମାଞ୍ଚଳ ରେ କୈଳାଶ ଙ୍କ ପ୍ରଚାର..ଶତାଧିକ କର୍ମୀ ବିଜେପି ରେ ସାମିଲ.

ଲକ୍ଷ୍ମୀପୁର ୨୬/୦୪ …. ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳି ର ବିଜେପି ପ୍ରାର୍ଥୀ କୈଳାଶ କୁଲେଶିକା ଦଶମନ୍ତପୁର ବ୍ଳକ ର ବିଭିନ୍ନ ଗ୍ରାମପଂଚାୟତ ର ଗାଁ ଗାଁ ବୁଲି ପ୍ରଚାର କରିଛନ୍ତି। ବ୍ଳକ ର ଲୁଲା, ପିଣ୍ଡପଦର, ଚି଼କାମ୍ବ, ମୁର୍କାର, ଗିର୍ଲିଗୁମା, ଡୁମ୍ବାଗୁଡା ଭଳି ଗାଁ ରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରି ପଦ୍ମ ଫୁଲ ରେ ଭୋଟ ଦେଇ ତାଙ୍କୁ ବିଜୟୀ କରାଇବା ସକାଶେ ନିବେଦନ କରିଛନ୍ତି।ଗ୍ରାମପଞ୍ଚାୟତ ସ୍ତରୀୟ ମଣ୍ଡଳ ସଭାପତି, ବୁଥ କମିଟି ମେମ୍ବର, […] The post ଦଶମନ୍ତପୁର ବ୍ଳକ ର ଗ୍ରାମାଞ୍ଚଳ ରେ କୈଳାଶ ଙ୍କ ପ୍ରଚାର..ଶତାଧିକ କର୍ମୀ ବିଜେପି ରେ ସାମିଲ. appeared first on Odisha.News.

ଦଶମନ୍ତପୁର ବ୍ଳକ ର ଗ୍ରାମାଞ୍ଚଳ ରେ କୈଳାଶ ଙ୍କ ପ୍ରଚାର..ଶତାଧିକ କର୍ମୀ ବିଜେପି ରେ ସାମିଲ.

ଲକ୍ଷ୍ମୀପୁର ୨୬/୦୪ …. ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳି ର ବିଜେପି ପ୍ରାର୍ଥୀ କୈଳାଶ କୁଲେଶିକା ଦଶମନ୍ତପୁର ବ୍ଳକ ର ବିଭିନ୍ନ ଗ୍ରାମପଂଚାୟତ ର ଗାଁ ଗାଁ ବୁଲି ପ୍ରଚାର କରିଛନ୍ତି। ବ୍ଳକ ର ଲୁଲା, ପିଣ୍ଡପଦର, ଚି଼କାମ୍ବ, ମୁର୍କାର, ଗିର୍ଲିଗୁମା, ଡୁମ୍ବାଗୁଡା ଭଳି ଗାଁ ରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରି ପଦ୍ମ ଫୁଲ ରେ ଭୋଟ ଦେଇ ତାଙ୍କୁ ବିଜୟୀ କରାଇବା ସକାଶେ ନିବେଦନ କରିଛନ୍ତି।ଗ୍ରାମପଞ୍ଚାୟତ ସ୍ତରୀୟ ମଣ୍ଡଳ ସଭାପତି, ବୁଥ କମିଟି ମେମ୍ବର, ଗ୍ରାମପଞ୍ଚାୟତ ସଭାପତି ମାନଙ୍କ ସହ ଗ୍ରାମବାସୀ ଯୋଗ ଦେଇ ଶ୍ରୀ କୁଲେଶିକା ଗାଁ ଗାଁ ବୁଲୁଥିବା ବେଳେ ଗ୍ରାମାଞ୍ଚଳ ରେ ଶ୍ରୀ କୁଲେଶିକା ଙ୍କୁ ପ୍ରବଳ ଜନସମର୍ଥନ ମିଳୁଥିବା ସେ ପ୍ରକାଶ କରିଛନ୍ତି। ଆଜି ବିଜେପି ଦଳ ର ଲୁଲା ଗ୍ରାମପଞ୍ଚାୟତ ର ବିଭିନ ଗ୍ରାମ ର ୬୨ଜଣ ଓ ଡୁମ୍ବାଗୁଡା ଅଞ୍ଚଳର ୪୦ରୁ ଉର୍ଦ୍ଧ କର୍ମୀ ବିଜେପି ରେ ସାମିଲ ହୋଇଥିଲେ। ଶ୍ରୀ କୁଲେଶିକା ଙ୍କ ସହ ଉଦୟ ହିକକା, ଭୁବନ ଯାନୀ, ଅନନ୍ତ ହୁଇକା, ସୀତାରାମ କେଣ୍ଡୁକା, ମଙ୍ଗଳମୟୀ ତୁରୁକ, ରବି ପାଢ଼ୀ, ସାନୁ ନନ୍ଦ, ସୁନୀଲ ସାହୁ ଦେବା କର୍କରା, ପ୍ରତାପ ହଲୱା ଙ୍କ ସମେତ ଅନେକ କର୍ମୀ ଉପସ୍ଥିତ ରହିଥିଲେ।

The post ଦଶମନ୍ତପୁର ବ୍ଳକ ର ଗ୍ରାମାଞ୍ଚଳ ରେ କୈଳାଶ ଙ୍କ ପ୍ରଚାର..ଶତାଧିକ କର୍ମୀ ବିଜେପି ରେ ସାମିଲ. appeared first on Odisha.News.