ଦାଣ୍ଡରେ ବିରାଟ ଟାଙ୍କି, ଲୋକେ ପାଣି ପାଇଁ ହନ୍ତସନ୍ତ

ଗାଁ ଦାଣ୍ଡରେ ଛିଡା ହୋଇଛି ବିରାଟ ପାଣି ଟାଙ୍କି । ପ୍ରତି ଘରକୁ ସଂଯୋଗ ହୋଇଛି ପାଇପ । ହେଲେ ଟ୍ୟାପ ଖୋଲିଲେ ପାଣି ବଦଳରେ ଆସୁଛି ପବନ । ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ଲୋକେ । ଏଭଳି ଅଭିଯୋଗ ଆସିଛି ଗଞ୍ଜାମରୁ