ଦାୟିତ୍ୱ ଗ୍ରହଣ କଲେ ଦକ୍ଷିଣାଞ୍ଚଳ ନୂତନ ଆଇଜି
ବ୍ରହ୍ମପୁର,ବ୩୧।୧(ସୁବାସ ଚନ୍ଦ୍ର ପାଢ଼ୀ): ଦକ୍ଷିଣାଞ୍ଚଳ ନୂତନ ଆଇଜି ଭାବେ ଜୟନାରାୟଣ ପଙ୍କଜ ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବତନ ଆଇଜି ସତ୍ୟବ୍ରତ ଭୋଇଙ୍କ ଠାରୁ ସେ ଦାଇତ୍ୱ ଗ୍ରହଣ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଏସ୍ପି ଡ. ସର୍ଵଣା ବିବେକ ଏମ, ଓ ଗଞ୍ଜାମ ଏସ୍ପି ଜଗମୋହନ ମୀନା ଉପସ୍ଥିତି ଥିଲେ। The post ଦାୟିତ୍ୱ ଗ୍ରହଣ କଲେ ଦକ୍ଷିଣାଞ୍ଚଳ ନୂତନ ଆଇଜି appeared first on Dharitri Odia News.
ବ୍ରହ୍ମପୁର,ବ୩୧।୧(ସୁବାସ ଚନ୍ଦ୍ର ପାଢ଼ୀ): ଦକ୍ଷିଣାଞ୍ଚଳ ନୂତନ ଆଇଜି ଭାବେ ଜୟନାରାୟଣ ପଙ୍କଜ ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବତନ ଆଇଜି ସତ୍ୟବ୍ରତ ଭୋଇଙ୍କ ଠାରୁ ସେ ଦାଇତ୍ୱ ଗ୍ରହଣ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଏସ୍ପି ଡ. ସର୍ଵଣା ବିବେକ ଏମ, ଓ ଗଞ୍ଜାମ ଏସ୍ପି ଜଗମୋହନ ମୀନା ଉପସ୍ଥିତି ଥିଲେ।
The post ଦାୟିତ୍ୱ ଗ୍ରହଣ କଲେ ଦକ୍ଷିଣାଞ୍ଚଳ ନୂତନ ଆଇଜି appeared first on Dharitri Odia News.