ଦାୟିତ୍ୱ ନେଲେ ନୂଆ ଅଧ୍ୟକ୍ଷ

ଛତ୍ରପୁର,୧।୭(ଦିଲ୍ଲୀପ ସାମଲ): ନରେନ୍ଦ୍ରପୁର ଗ୍ରାମରେ ଥିବା କ୍ଷେତ୍ରମୋହନ ବିଜ୍ଞାନ କନିଷ୍ଠ ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷ ଭାବରେ ଡ଼ଃ. ହୃଷିକେଶ ପଣ୍ଡା ଦାୟିତ୍ୱ ଗ୍ରହଣ କରିଛନ୍ତ। ପୂର୍ବତନ ଅଧ୍ୟକ୍ଷ ଡ଼ଃ. ଶରତ ଚନ୍ଦ୍ର ପାଳଙ୍କ କାର୍ଯ୍ୟକାଳ ସାରିବା ପରେ ଡ଼ଃ. ପଣ୍ଡା ଆନୁଷ୍ଠାନିକ ଭାବରେ କଲେଜର ସମସ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି। ଡ.ହୃଷୀକେଶ ପଣ୍ଡା ଉକ୍ତ ଅନୁଷ୍ଠାନରେ ଗତ ତିନି ଦଶନ୍ଧି ଧରି ଅଧ୍ୟାପକ ଭାବେ କାର୍ଯ୍ୟ କରି ଆସୁଛନ୍ତି । ଜଣେ ନୀତିନିଷ୍ଠ ଆଦର୍ଶ ଶିକ୍ଷାବିତ ଓ […] The post ଦାୟିତ୍ୱ ନେଲେ ନୂଆ ଅଧ୍ୟକ୍ଷ appeared first on Dharitri Odia News.

ଦାୟିତ୍ୱ ନେଲେ ନୂଆ ଅଧ୍ୟକ୍ଷ

ଛତ୍ରପୁର,୧।୭(ଦିଲ୍ଲୀପ ସାମଲ): ନରେନ୍ଦ୍ରପୁର ଗ୍ରାମରେ ଥିବା କ୍ଷେତ୍ରମୋହନ ବିଜ୍ଞାନ କନିଷ୍ଠ ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷ ଭାବରେ ଡ଼ଃ. ହୃଷିକେଶ ପଣ୍ଡା ଦାୟିତ୍ୱ ଗ୍ରହଣ କରିଛନ୍ତ। ପୂର୍ବତନ ଅଧ୍ୟକ୍ଷ ଡ଼ଃ. ଶରତ ଚନ୍ଦ୍ର ପାଳଙ୍କ କାର୍ଯ୍ୟକାଳ ସାରିବା ପରେ ଡ଼ଃ. ପଣ୍ଡା ଆନୁଷ୍ଠାନିକ ଭାବରେ କଲେଜର ସମସ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି। ଡ.ହୃଷୀକେଶ ପଣ୍ଡା ଉକ୍ତ ଅନୁଷ୍ଠାନରେ ଗତ ତିନି ଦଶନ୍ଧି ଧରି ଅଧ୍ୟାପକ ଭାବେ କାର୍ଯ୍ୟ କରି ଆସୁଛନ୍ତି । ଜଣେ ନୀତିନିଷ୍ଠ ଆଦର୍ଶ ଶିକ୍ଷାବିତ ଓ ଛାତ୍ରବତ୍ସଳ ଅଧ୍ୟାପକ ଭାବରେ ତାଙ୍କର ସୁଖ୍ୟାତି ଅଛି । ଆନୁଷ୍ଠାନିକ ଭାବେ ଦାୟିତ୍ୱ ଗ୍ରହଣ କରିଥିବାରୁ ଆଞ୍ଚଳିକ ଉଚ୍ଚଶିକ୍ଷା ନିର୍ଦ୍ଦେଶକଙ୍କ ସମେତ ବିଭିନ୍ନ ମହଲରୁ ବୁଦ୍ଧିଜୀବୀମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

The post ଦାୟିତ୍ୱ ନେଲେ ନୂଆ ଅଧ୍ୟକ୍ଷ appeared first on Dharitri Odia News.