ଦିନଟିରେ ମିଳିବ ମଧ୍ୟମ ଫଳ, ଏହି ରାଶିର ଲୋକେ ହୋଇପାରନ୍ତି ଖର୍ଚ୍ଚାନ୍ତ
ମେଷ- ଅଯଥା ବ୍ୟୟ ଯୋଗ ରହିଛି । ଫଳରେ ଅଧିକ ଖର୍ଚ୍ଚାନ୍ତ ହୋଇପାରନ୍ତି। ଦିନଟି ମଧ୍ୟମ ଫଳ ପ୍ରଦାନ କରିବ। ଏକାସାଙ୍ଗରେ ଅନେକ କାର୍ଯ୍ୟରେ ଚାପ ଆସିପାରେ । ଏହି କାରଣରୁ, ଚିନ୍ତାରେ ରହିପାରନ୍ତି। ବୃଷ- ଦିନଟିରେ ଅଧିକ ଧନ ଉପାର୍ଜନର ସମ୍ଭାବନା ରହିଛି । ଆଶା ଠାରୁ ଅଧିକ ଫଳ ପ୍ରାପ୍ତି ହେବ। ବିଦ୍ୟାର୍ଥୀ ମାନେ ପରିଶ୍ରମର ଫଳ ପ୍ରାପ୍ତି କରିବେ । ଚାଷ ଭଲ ହେବ । ଚାକିରି କ୍ଷେତ୍ରରେ ଉଚ୍ଚପଦସ୍ଥ ହେବେ । ମିଥୁନ- କାର୍ଯ୍ୟ କ୍ଷେତ୍ରରେ ଆଶା ଅନୁସାରେ ସଫଳତା ପ୍ରାପ୍ତ ହେବ । ବ୍ୟାଙ୍କରୁ ଋଣ ପାଇବାରେ ଯେଉଁ ସମସ୍ୟାର ସମ୍ମୁଖୀନ ହେଉଥିଲେ ତାହା ସମାଧାନ ହୋଇପାରିବ । ଅଟକି ରହିଥିବା ଟଙ୍କା ମଧ୍ୟ ଫେରି ଆସିପାରେ । କର୍କଟ- ଧନ କ୍ଷୟ ହେବ । ନିଜକୁ ଧର୍ମ କାର୍ଯ୍ୟରେ ନିୟୋଜିତ କରିବେ । ଅହଙ୍କାର ନିୟନ୍ତ୍ରଣରେ ରଖିବା ଆବଶ୍ୟକ, ଅନ୍ୟଥା ଅପ୍ରତ୍ୟାଶିତ କିଛି ହୋଇପାରେ । ଆପଣଙ୍କ ଭାଇଭଉଣୀଙ୍କ ସହିତ ଆପଣଙ୍କ ସମ୍ପର୍କ ମଧ୍ୟ ଖରାପ ହୋଇପାରେ । ସିଂହ- ଦିନଟିରେ ଶାରୀରିକ ଓ ମାନସିକ ସ୍ତରରେ ଆସନ୍ତି ଅନୁଭବ କରିବେ । ଆପଣ ନିଜ ସାଥୀଙ୍କ ସହିତଙ୍କ ସହ କୌଣସି ସ୍ଥାନକୁ ଯିବାକୁ ଯୋଜନା କରିପାରନ୍ତି । ସମ୍ପର୍କରେ ଗଭୀରତା ରହିବ । ଛାତ୍ର ଛାତ୍ରୀମାନେ ମନସ୍ତାପ କରିବେ । କନ୍ୟା- ବନ୍ଧୁମାନଙ୍କ ସହ କିଛି ଅନ୍ତରଙ୍ଗ ମୁହୂର୍ତ୍ତ କାଟିବେ । ଯଦି ଆପଣ ଅବିବାହିତ, ବିବାହ ପାଇଁ ପ୍ରସ୍ତାବ ଆସିବ । ପାରିବାରିକ ସମ୍ପର୍କ
ମେଷ- ଅଯଥା ବ୍ୟୟ ଯୋଗ ରହିଛି । ଫଳରେ ଅଧିକ ଖର୍ଚ୍ଚାନ୍ତ ହୋଇପାରନ୍ତି। ଦିନଟି ମଧ୍ୟମ ଫଳ ପ୍ରଦାନ କରିବ। ଏକାସାଙ୍ଗରେ ଅନେକ କାର୍ଯ୍ୟରେ ଚାପ ଆସିପାରେ । ଏହି କାରଣରୁ, ଚିନ୍ତାରେ ରହିପାରନ୍ତି।
ବୃଷ- ଦିନଟିରେ ଅଧିକ ଧନ ଉପାର୍ଜନର ସମ୍ଭାବନା ରହିଛି । ଆଶା ଠାରୁ ଅଧିକ ଫଳ ପ୍ରାପ୍ତି ହେବ। ବିଦ୍ୟାର୍ଥୀ ମାନେ ପରିଶ୍ରମର ଫଳ ପ୍ରାପ୍ତି କରିବେ । ଚାଷ ଭଲ ହେବ । ଚାକିରି କ୍ଷେତ୍ରରେ ଉଚ୍ଚପଦସ୍ଥ ହେବେ ।
ମିଥୁନ- କାର୍ଯ୍ୟ କ୍ଷେତ୍ରରେ ଆଶା ଅନୁସାରେ ସଫଳତା ପ୍ରାପ୍ତ ହେବ । ବ୍ୟାଙ୍କରୁ ଋଣ ପାଇବାରେ ଯେଉଁ ସମସ୍ୟାର ସମ୍ମୁଖୀନ ହେଉଥିଲେ ତାହା ସମାଧାନ ହୋଇପାରିବ । ଅଟକି ରହିଥିବା ଟଙ୍କା ମଧ୍ୟ ଫେରି ଆସିପାରେ ।
କର୍କଟ- ଧନ କ୍ଷୟ ହେବ । ନିଜକୁ ଧର୍ମ କାର୍ଯ୍ୟରେ ନିୟୋଜିତ କରିବେ । ଅହଙ୍କାର ନିୟନ୍ତ୍ରଣରେ ରଖିବା ଆବଶ୍ୟକ, ଅନ୍ୟଥା ଅପ୍ରତ୍ୟାଶିତ କିଛି ହୋଇପାରେ । ଆପଣଙ୍କ ଭାଇଭଉଣୀଙ୍କ ସହିତ ଆପଣଙ୍କ ସମ୍ପର୍କ ମଧ୍ୟ ଖରାପ ହୋଇପାରେ ।
ସିଂହ- ଦିନଟିରେ ଶାରୀରିକ ଓ ମାନସିକ ସ୍ତରରେ ଆସନ୍ତି ଅନୁଭବ କରିବେ । ଆପଣ ନିଜ ସାଥୀଙ୍କ ସହିତଙ୍କ ସହ କୌଣସି ସ୍ଥାନକୁ ଯିବାକୁ ଯୋଜନା କରିପାରନ୍ତି । ସମ୍ପର୍କରେ ଗଭୀରତା ରହିବ । ଛାତ୍ର ଛାତ୍ରୀମାନେ ମନସ୍ତାପ କରିବେ ।
କନ୍ୟା- ବନ୍ଧୁମାନଙ୍କ ସହ କିଛି ଅନ୍ତରଙ୍ଗ ମୁହୂର୍ତ୍ତ କାଟିବେ । ଯଦି ଆପଣ ଅବିବାହିତ, ବିବାହ ପାଇଁ ପ୍ରସ୍ତାବ ଆସିବ । ପାରିବାରିକ ସମ୍ପର୍କ ଦୃଢ଼ ହେବ । ବ୍ୟବସାୟରେ ମଧ୍ୟମ ଫଳ ପ୍ରାପ୍ତି ହେବ । ବିଦ୍ୟାର୍ଥୀମାନେ ପାଠରେ ଅଧିକ ମନୋନିବେଶ କରିବେ ।
ତୁଳା- ଦିନଟିରେ ଆପଣ ଦୃଢ଼ ମନା ହୋଇ କାର୍ଯ୍ୟ କରିବେ । ଅଟକିଥିବା କାର୍ଯ୍ୟ ନିଶ୍ଚିତ ଭାବେ ସଂପୂର୍ଣ୍ଣ ହେବ । ପରିବାର ସାମ୍ନାରେ ଏକ ଭିନ୍ନ ପରିଚୟ ସୃଷ୍ଟି ହେବ ଯାହା ଆପଣଙ୍କ ପାଇଁ ମଧ୍ୟ ଲାଭଦାୟକ ପ୍ରମାଣିତ ହେବ ।
ବିଛା- ଯେକୌଣସି କାର୍ଯ୍ୟ କରିବା ଆଗରୁ ଗୁରୁଜନଙ୍କ ପରାମର୍ଶ ନେଇ କାର୍ଯ୍ୟ ଆରମ୍ଭ କରନ୍ତୁ । ଯେଉଁଥିପାଇଁ ଆପଣ କର୍ମ କ୍ଷେତ୍ରରେ ବହୁତ ସାହାଯ୍ୟ ପାଇବେ । ପାରିବାରିକ ଜୀବନରେ ମିଶ୍ର ଫଳ ମିଳିବ । ବିଦ୍ୟାର୍ଥୀମାନେ ଉପକୃତ ହେବେ ।
ଧନୁ- ଆପଣଙ୍କ ଘାତ ଚନ୍ଦ୍ର ଯୋଗୁଁ ଅଙ୍ଗରେ ଆଘାତ ଲାଗିବା ଭଳି ସମସ୍ୟା ଦେଖା ଦେଇପାରେ । ସାବଧାନତାର ସହ କାର୍ଯ୍ୟ କଲେ ସର୍ବ ମଙ୍ଗଳ ହେବ । ଘରେ ଆପଣଙ୍କ ବିଷୟରେ ସକାରାତ୍ମକ ଚିତ୍ର ସୃଷ୍ଟି ହେବ ଯାହା ଆପଣଙ୍କ ପାଇଁ ସହାୟକ ହେବ ।
ମକର- ମନ ପ୍ରଫୁଲ୍ଲ ଓ ଉତ୍ସାହିତ ରହିବ । କର୍ମ କ୍ଷେତ୍ରରେ ସର୍ବଜନ ପ୍ରିୟ ହେବେ । ବ୍ୟବସାୟ ସମ୍ବନ୍ଧୀୟ ବିଷୟ ପ୍ରତି ସାବଧାନ ରୁହନ୍ତୁ, କାରଣ ଆପଣଙ୍କ ମଧ୍ୟରୁ କେହି ଏଥିରେ ଅସୁବିଧା ସୃଷ୍ଟି କରିବାକୁ ବହୁତ ଚେଷ୍ଟା କରିବେ ।
କୁମ୍ଭ- ଅଧିକ ପରିଶ୍ରମରେ ଦିନଟି ଅତିବାହିତ ହେବ । ଦିନରେ ଅସ୍ଥିରତା ଅନୁଭବ ହୋଇପାରେ ଏବଂ ପ୍ରକୃତିରେ ଉତ୍ତେଜନା ପ୍ରାଧାନ୍ୟ ବିସ୍ତାର କରିବ, କିନ୍ତୁ ଅପରାହ୍ନ ସୁଦ୍ଧା ଏଥିରେ ଏକ ପରିବର୍ତ୍ତନ ଦେଖାଯିବ ।
ମୀନ- ଆପଣଙ୍କ ରାଶିରେ ଶ୍ରୀଚନ୍ଦ୍ର । ସ୍ବାସ୍ଥ୍ୟ ସମସ୍ୟାକୁ ଦୃଢ଼ ଇଚ୍ଛାଶକ୍ତି ସହିତ, ଆପଣ ଏହାକୁ ପରାସ୍ତ କରିପାରିବେ । ପରିବାରରରେ ଅନ୍ୟ ସଦସ୍ୟଙ୍କ ସ୍ୱାସ୍ଥ୍ୟ ମଧ୍ୟ ଖରାପ ରହିପାରେ । ବ୍ୟବସାୟରେ ଉନ୍ନତି ଯୋଗ ରହିଛି । ପାରିବାରିକ ଜୀବନ ସୁଖମୟ ହେବ ।
ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ, ଯାଜପୁର
ଯୋଗାଯୋଗ - 8249826682
The post ଦିନଟିରେ ମିଳିବ ମଧ୍ୟମ ଫଳ, ଏହି ରାଶିର ଲୋକେ ହୋଇପାରନ୍ତି ଖର୍ଚ୍ଚାନ୍ତ appeared first on Prameya News7.