ଦିବଙ୍ଗତ କର୍ମଚାରୀ ଙ୍କ ସ୍ମୃତି ରେ କ୍ୟାଣ୍ଡେଲ ଶୋଭାଯାତ୍ରା କଲେ ଟାଟା ପାୱାର ବିଦ୍ୟୁତ କର୍ମଚାରୀ।
କଳାହାଣ୍ଡି,୦୨/୦୮ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଟାଟା ପାୱାର ବିଦ୍ୟୁତ ବିଭାଗ ରେ କାର୍ଯ୍ୟରତ ଜୁନାଗଡ଼ ବ୍ଲକ ମହିଚଳା ଗ୍ରାମର ଟାଟା ପାୱାର ବିଦ୍ୟୁତ ବିଭାଗ ଠିକା କର୍ମଚାରୀ ଙ୍କ କାର୍ତ୍ତିକେଶ୍ୱର ବେମାଲ (୩୦) ଗତ ବୁଧବାର ସନ୍ଧ୍ୟାରେ ନିଜ ଘର କୁ ବାଇକ ରେ ଫେରୁଥିବା ବେଳେ କାଲୋପଳା ନିକଟରେ ରାସ୍ତା ରେ ଛିଡା ହୋଇଥିବା ଏକ ଟ୍ରକ ରେ ପିଟିହୋଇ ମୃତ୍ୟୁ ହୋଇଥିଲା। ଏହି ଘଟଣା ରେ ସାଥି କର୍ମଚାରୀ ଙ୍କ ଅମର ଆତ୍ମାର […] The post ଦିବଙ୍ଗତ କର୍ମଚାରୀ ଙ୍କ ସ୍ମୃତି ରେ କ୍ୟାଣ୍ଡେଲ ଶୋଭାଯାତ୍ରା କଲେ ଟାଟା ପାୱାର ବିଦ୍ୟୁତ କର୍ମଚାରୀ। appeared first on Odisha.News.
କଳାହାଣ୍ଡି,୦୨/୦୮
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଟାଟା ପାୱାର ବିଦ୍ୟୁତ ବିଭାଗ ରେ କାର୍ଯ୍ୟରତ ଜୁନାଗଡ଼ ବ୍ଲକ ମହିଚଳା ଗ୍ରାମର ଟାଟା ପାୱାର ବିଦ୍ୟୁତ ବିଭାଗ ଠିକା କର୍ମଚାରୀ ଙ୍କ କାର୍ତ୍ତିକେଶ୍ୱର ବେମାଲ (୩୦) ଗତ ବୁଧବାର ସନ୍ଧ୍ୟାରେ ନିଜ ଘର କୁ ବାଇକ ରେ ଫେରୁଥିବା ବେଳେ କାଲୋପଳା ନିକଟରେ ରାସ୍ତା ରେ ଛିଡା ହୋଇଥିବା ଏକ ଟ୍ରକ ରେ ପିଟିହୋଇ ମୃତ୍ୟୁ ହୋଇଥିଲା।
ଏହି ଘଟଣା ରେ ସାଥି କର୍ମଚାରୀ ଙ୍କ ଅମର ଆତ୍ମାର ସଦଗତି କାମନା ପୂର୍ବକ ଟାଟା ପାୱାର ର କନିଷ୍ଠ ଯନ୍ତ୍ରୀ ବ୍ରଜ ମୋହନ ଦଳେଇ ଙ୍କ ତତ୍ୱାବଧାନ ରେ କାର୍ଯ୍ୟରତ ଥିବା ଠିକା କର୍ମଚାରୀ ମାନେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରାରେ ବାହାରି ଗଡରାମାଲ ବିଦ୍ୟୁତ ସବ ଷ୍ଟେସନ ରେ ଏକ ଶୋକସଭା ପାଳନ ପରେ କୋକସରା ପଞ୍ଚାୟତ ଅଫିସ ଠାରୁ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ କ୍ୟାଣ୍ଡେଲ ରେଲି ରେ ବାହାରି ଦିବଙ୍ଗତ ସାଥି କର୍ମଚାରୀ ଙ୍କ ଅମର ଆତ୍ମାର ସଦଗତି କାମନା କରିଥିଲେ।
The post ଦିବଙ୍ଗତ କର୍ମଚାରୀ ଙ୍କ ସ୍ମୃତି ରେ କ୍ୟାଣ୍ଡେଲ ଶୋଭାଯାତ୍ରା କଲେ ଟାଟା ପାୱାର ବିଦ୍ୟୁତ କର୍ମଚାରୀ। appeared first on Odisha.News.