ଦିଲୀପ ତିର୍କୀଙ୍କ ପରେ ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି ଆଉ ଜଣେ ହକି ଷ୍ଟାର, ଜାଣନ୍ତୁ କେଉଁ ଆସନରୁ ଲଢିବେ
ଭୁବନେଶ୍ୱର, ୩।୪: ବିଜେଡି, ଭାଜପା ପରେ ଏବେ ଉଭୟ ଲୋକ ସଭା ଓ ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ଜାରି କରିଛି କଂଗ୍ରେସ। ମଙ୍ଗଳବାର କଂଗ୍ରେସ ୪୭ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଜାରି କରିବା ପରେ ରାଜ୍ୟ ରାଜନୀତି ସରଗରମ ରହିଛି। ଏବେ ସମସ୍ତ ପ୍ରାର୍ଥୀ ନିଜ ନିଜ ନିର୍ବାଚନ ମଣ୍ଡଳୀରେ ଜୋରଦାର ପ୍ରଚାର କରିବା ଆରମ୍ଭ କରିଦେଲେଣି। ତେବେ ବିଜେଡି ଲୋକପ୍ରିୟ ହକି ତାରକା ଦିଲୀପ ତିର୍କୀଙ୍କ ପରେ ଆଉ ଜଣେ ହକି […] The post ଦିଲୀପ ତିର୍କୀଙ୍କ ପରେ ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି ଆଉ ଜଣେ ହକି ଷ୍ଟାର, ଜାଣନ୍ତୁ କେଉଁ ଆସନରୁ ଲଢିବେ appeared first on Dharitri Odia News.
ଭୁବନେଶ୍ୱର, ୩।୪: ବିଜେଡି, ଭାଜପା ପରେ ଏବେ ଉଭୟ ଲୋକ ସଭା ଓ ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ଜାରି କରିଛି କଂଗ୍ରେସ। ମଙ୍ଗଳବାର କଂଗ୍ରେସ ୪୭ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଜାରି କରିବା ପରେ ରାଜ୍ୟ ରାଜନୀତି ସରଗରମ ରହିଛି। ଏବେ ସମସ୍ତ ପ୍ରାର୍ଥୀ ନିଜ ନିଜ ନିର୍ବାଚନ ମଣ୍ଡଳୀରେ ଜୋରଦାର ପ୍ରଚାର କରିବା ଆରମ୍ଭ କରିଦେଲେଣି। ତେବେ ବିଜେଡି ଲୋକପ୍ରିୟ ହକି ତାରକା ଦିଲୀପ ତିର୍କୀଙ୍କ ପରେ ଆଉ ଜଣେ ହକି ଷ୍ଟାର ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି। ଦିଲୀପ ତିର୍କୀଙ୍କୁ ବିଜେଡି ସୁନ୍ଦରଗଡ ଲୋକ ସଭା ଆସନରୁ ଟିକେଟ୍ ଦେଇଛି। ସେହିପରି ଭାରତୀୟ ହକି ଟିମର ପୂର୍ବତନ ଅଧିନାୟକ ପ୍ରବୋଧ ତିର୍କୀଙ୍କୁ ସୁନ୍ଦରଗଡ ଜିଲା ତଳସରା ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ କରିଛି ।
The post ଦିଲୀପ ତିର୍କୀଙ୍କ ପରେ ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି ଆଉ ଜଣେ ହକି ଷ୍ଟାର, ଜାଣନ୍ତୁ କେଉଁ ଆସନରୁ ଲଢିବେ appeared first on Dharitri Odia News.