ଦିଲ୍ଲୀ କଳିଙ୍ଗ ଶିକ୍ଷା ସମାଜ ପକ୍ଷରୁ ଦୁଇ ଓଡ଼ିଆ ଶିକ୍ଷକ ଡ. ଦ୍ୱିତୀ ଚନ୍ଦ୍ର ସାହୁ ଓ ସନ୍ତୋଷ କର ସମ୍ବର୍ଦ୍ଧିତ
ଜାତୀୟ ଶୀକ୍ଷକ ସମ୍ମାନ ପାଇଁ ଓଡିଶାରୁ ଚୟନ ହୋଇଥିବା ୨ ଜଣ କୃତୀ ଶୀକ୍ଷକଙ୍କୁ କଳିଙ୍ଗ ଶୀକ୍ଷା ସମାଜ ପକ୍ଷରୁ ଦିଲ୍ଲୀରେ ସମ୍ମାନିତ କରାଯାଇଛି । ଓଡିଆ ଭାଷା ସଂସ୍କୃତିର ସୁରକ୍ଷା ଓ ପ୍ରଚାର ପ୍ରସାର ପାଇଁ ୧୯୯୩ ମସିହାରୁ ସଂଗଠନ କାର୍ଯ୍ୟକାରୀ ଆସୁଛି । ସଂଗଠନର ସମସ୍ତ ସଦସ୍ୟ, ସଦସ୍ୟା ଉପସ୍ଥିତ ରହି ପୁଷ୍ପଗୁଛ, ଉପଢୌକନ ଓ ମାନପତ୍ର ଦେଇ ସମ୍ମାନିତ କରିଛନ୍ତି । ସମ୍ନାନୀତ ହେବା ପରେ ୨ ଶୀକ୍ଷକ ସଂଗଠନକୁ ସାଧୁବାଦ ଜଣାଇଛନ୍ତି […] The post ଦିଲ୍ଲୀ କଳିଙ୍ଗ ଶିକ୍ଷା ସମାଜ ପକ୍ଷରୁ ଦୁଇ ଓଡ଼ିଆ ଶିକ୍ଷକ ଡ. ଦ୍ୱିତୀ ଚନ୍ଦ୍ର ସାହୁ ଓ ସନ୍ତୋଷ କର ସମ୍ବର୍ଦ୍ଧିତ appeared first on KNews Odisha.

ଜାତୀୟ ଶୀକ୍ଷକ ସମ୍ମାନ ପାଇଁ ଓଡିଶାରୁ ଚୟନ ହୋଇଥିବା ୨ ଜଣ କୃତୀ ଶୀକ୍ଷକଙ୍କୁ କଳିଙ୍ଗ ଶୀକ୍ଷା ସମାଜ ପକ୍ଷରୁ ଦିଲ୍ଲୀରେ ସମ୍ମାନିତ କରାଯାଇଛି । ଓଡିଆ ଭାଷା ସଂସ୍କୃତିର ସୁରକ୍ଷା ଓ ପ୍ରଚାର ପ୍ରସାର ପାଇଁ ୧୯୯୩ ମସିହାରୁ ସଂଗଠନ କାର୍ଯ୍ୟକାରୀ ଆସୁଛି । ସଂଗଠନର ସମସ୍ତ ସଦସ୍ୟ, ସଦସ୍ୟା ଉପସ୍ଥିତ ରହି ପୁଷ୍ପଗୁଛ, ଉପଢୌକନ ଓ ମାନପତ୍ର ଦେଇ ସମ୍ମାନିତ କରିଛନ୍ତି । ସମ୍ନାନୀତ ହେବା ପରେ ୨ ଶୀକ୍ଷକ ସଂଗଠନକୁ ସାଧୁବାଦ ଜଣାଇଛନ୍ତି । ଅନ୍ୟପକ୍ଷରେ ଦିଲ୍ଲୀରେ ଓଡିଆମାନଙ୍କ ପାଇଁ ଓଡିଆ ସ୍କୁଲ ସହ ଅଡିଟରିୟମ ପ୍ରତିଷ୍ଠା ଲାଗି ଦୃଷ୍ଟି ଦେବାକୁ ମହାମହିମ ରାଷ୍ଟ୍ରପତି ,କେନ୍ଦ୍ର ଶୀକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଓଡିଶାର ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିକଟରେ ନିବେଦନ କରିଛନ୍ତି ।
The post ଦିଲ୍ଲୀ କଳିଙ୍ଗ ଶିକ୍ଷା ସମାଜ ପକ୍ଷରୁ ଦୁଇ ଓଡ଼ିଆ ଶିକ୍ଷକ ଡ. ଦ୍ୱିତୀ ଚନ୍ଦ୍ର ସାହୁ ଓ ସନ୍ତୋଷ କର ସମ୍ବର୍ଦ୍ଧିତ appeared first on KNews Odisha.