ଦିଲ୍ଲୀ ବିକାଶରେ ସାମାନ୍ୟତମ ଅବହେଳା କରିବୁନି: ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ ୮।୨: ଦିଲ୍ଲୀ ବିଧାନସଭା ନିର୍ବାଚନର ଛବି ପ୍ରାୟ ସ୍ପଷ୍ଟ ହୋଇଗଲାଣି। ଦୀର୍ଘ ୨୭ ବର୍ଷ ପରେ ବିଜେପି ପୁଣି ଥରେ ଦିଲ୍ଲୀରେ ସରକାର ଗଢ଼ିବାକୁ ଯାଉଛି। ବିଜେପି ୪୭ ଆସନରେ ଆଗରେ ଚାଲିଛି। ଶାସକ ଆମ ଆଦମୀ ପାର୍ଟି (ଆପ୍) ୨୭ଟି ସିଟ୍ରେ ଅଗ୍ରଣୀ ଅଛି। ବିଜେପି ଦିଲ୍ଲୀରେ ଜିତୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି। ଜାତୀୟ ରାଜଧାନୀରେ ଦଳର ବିଜୟ ପାଇଁ ପ୍ରଧାନମନ୍ତ୍ରୀ ଦିଲ୍ଲୀବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି। जनशक्ति सर्वोपरि!विकास जीता, सुशासन जीता।दिल्ली के अपने सभी भाई-बहनों को @BJP4India को ऐतिहासिक जीत दिलाने के लिए मेरा वंदन और अभिनंदन! आपने जो भरपूर आशीर्वाद और स्नेह दिया है, उसके लिए आप सभी का हृदय से बहुत-बहुत आभार।दिल्ली के चौतरफा विकास और यहां के लोगों का जीवन उत्तम…— Narendra Modi (@narendramodi) February 8, 2025ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ୍ସ ରେ ଏକ ପୋଷ୍ଟ କରି ଉଲ୍ଲେଖ କରିଛନ୍ତି ଯେ ‘ଜନ ଶକ୍ତି ସର୍ବୋପରି! ବିକାଶର ଜିତ, ସୁଶାସନର ଜିତ...ଦିଲ୍ଲୀର ସବୁ ଭାଇ ଓ ଭଉଣୀଙ୍କୁ ବିଜେପିକୁ ଐତିହାସିକ ବିଜୟ ଦେଇଥିବାରୁ ମୋର ବନ୍ଦନ ଓ ଅଭିନନ୍ଦନ। ଆପଣମାନେ ଯେଉଁ ଭରପୁର ଆଶିର୍ବାଦ ଓ ସ୍ନେହ ଦେଇଛନ୍ତି, ସେଥି ପାଇଁ ଆପଣ ସମସ୍ତଙ୍କୁ ହୃଦୟରୁ କୃତଜ୍ଞତା’ । ସେ କହିଛନ୍ତ
ନୂଆଦିଲ୍ଲୀ ୮।୨: ଦିଲ୍ଲୀ ବିଧାନସଭା ନିର୍ବାଚନର ଛବି ପ୍ରାୟ ସ୍ପଷ୍ଟ ହୋଇଗଲାଣି। ଦୀର୍ଘ ୨୭ ବର୍ଷ ପରେ ବିଜେପି ପୁଣି ଥରେ ଦିଲ୍ଲୀରେ ସରକାର ଗଢ଼ିବାକୁ ଯାଉଛି। ବିଜେପି ୪୭ ଆସନରେ ଆଗରେ ଚାଲିଛି। ଶାସକ ଆମ ଆଦମୀ ପାର୍ଟି (ଆପ୍) ୨୭ଟି ସିଟ୍ରେ ଅଗ୍ରଣୀ ଅଛି। ବିଜେପି ଦିଲ୍ଲୀରେ ଜିତୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି। ଜାତୀୟ ରାଜଧାନୀରେ ଦଳର ବିଜୟ ପାଇଁ ପ୍ରଧାନମନ୍ତ୍ରୀ ଦିଲ୍ଲୀବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି।
जनशक्ति सर्वोपरि!
विकास जीता, सुशासन जीता।
दिल्ली के अपने सभी भाई-बहनों को @BJP4India को ऐतिहासिक जीत दिलाने के लिए मेरा वंदन और अभिनंदन! आपने जो भरपूर आशीर्वाद और स्नेह दिया है, उसके लिए आप सभी का हृदय से बहुत-बहुत आभार।
दिल्ली के चौतरफा विकास और यहां के लोगों का जीवन उत्तम…— Narendra Modi (@narendramodi) February 8, 2025
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ୍ସ ରେ ଏକ ପୋଷ୍ଟ କରି ଉଲ୍ଲେଖ କରିଛନ୍ତି ଯେ ‘ଜନ ଶକ୍ତି ସର୍ବୋପରି! ବିକାଶର ଜିତ, ସୁଶାସନର ଜିତ...ଦିଲ୍ଲୀର ସବୁ ଭାଇ ଓ ଭଉଣୀଙ୍କୁ ବିଜେପିକୁ ଐତିହାସିକ ବିଜୟ ଦେଇଥିବାରୁ ମୋର ବନ୍ଦନ ଓ ଅଭିନନ୍ଦନ। ଆପଣମାନେ ଯେଉଁ ଭରପୁର ଆଶିର୍ବାଦ ଓ ସ୍ନେହ ଦେଇଛନ୍ତି, ସେଥି ପାଇଁ ଆପଣ ସମସ୍ତଙ୍କୁ ହୃଦୟରୁ କୃତଜ୍ଞତା’ । ସେ କହିଛନ୍ତି ଯେ ‘ଦିଲ୍ଲୀର ଚୌତରଫା ବିକାଶ ଓ ଏଠାକାର ଲୋକଙ୍କ ଜୀବନ ଉତ୍ତମ କରିବା ପାଇଁ ଆମେ ସାମାନ୍ୟତମ ଅବହେଳା କରିବୁ ନାହିଁ, ଏହା ଆମର ଗ୍ୟାରେଣ୍ଟି’।
दिल्ली में झूठ के शासन का अंत हुआ है... यह अहंकार और अराजकता की हार है।
यह ‘मोदी की गारंटी’ और मोदी जी के विकास के विजन पर दिल्लीवासियों के विश्वास की जीत है।
इस प्रचंड जनादेश के लिए दिल्ली की जनता का दिल से आभार।
मोदी जी के नेतृत्व में भाजपा अपने सभी वादे पूरे कर दिल्ली को…— Amit Shah (@AmitShah) February 8, 2025
ଏହା ସହିତ ଆମେ ଏହା ମଧ୍ୟ ସୁନିଶ୍ଚିତ କରିବୁ କି ବିକଶିତ ଭାରତ ନିର୍ମାଣ ନିମନ୍ତେ ଦିଲ୍ଲୀର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହୁ। ବିଜେପିର ସବୁ କାର୍ଯ୍ୟକର୍ତ୍ତାଙ୍କୁ ନେଇ ମୁଁ ବହୁତ ଗର୍ବିତ, ଯେଉଁମାନେ ଏହି ପ୍ରଚଣ୍ଡ ଜନାଦେଶ ପାଇଁ ଦିନରାତି ଏକ କରି ଦେଇଥିଲେ। ଏବେ ଆମେ ଆହୁରି ମଜଭୁତିର ସହିତ ଏବେ ଦିଲ୍ଲୀବାସୀଙ୍କ ସେବାରେ ଆମକୁ ସମର୍ପିତ କରିବୁ। ସେହିପରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଏକ୍ସରେ ବିଜେପିର ବିଜୟ ନେଇ ଏକ ପୋଷ୍ଟ କରିଛନ୍ତି। ସେ ଦିଲ୍ଲୀରେ ମିଛ ଶାସନର ଅନ୍ତ ହେଲା ବୋଲି ଉଲ୍ଲେଖ କରିଛନ୍ତି।