ଦିଲ୍ଲୀ ମଦ ଦୁର୍ନୀତି ମାମଲା: କବିତାଙ୍କୁ ସମନ ଜାରି କଲା ଇଡି
ହାଇଦ୍ରାବାଦ,୧୫।୧: ତେଲଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ(କେସିଆର)ଙ୍କ ଝିଅ ତଥା ଭାରତ ରାଷ୍ଟ୍ର ସମିତି (ବିଆରଏସ)ର ନେତା କବିତାଙ୍କୁ ଦିଲ୍ଲୀ ମଦ ନୀତି ମାମଲାରେ ଇଡି ସମନ ଜାରି କରିଛି। ବୁଧବାର (ଜାନୁଆରୀ ୧୬)ରେ ଏହି ମାମଲାରେ ପଚରାଉଚରା ପାଇଁ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ତାଙ୍କୁ ଡାକିଛି। ଏହା ପୂର୍ବରୁ ମାର୍ଚ୍ଚ ଏବଂ ସେପ୍ଟେମ୍ବର ୨୦୨୩ରେ ଦିଲ୍ଲୀ ଏକ୍ସାଇଜ ପଲିସି ମାମଲାରେ କେ. କବିତାଙ୍କୁ ଇଡି ସମନ ପଠାଇଥିଲା। The post ଦିଲ୍ଲୀ ମଦ ଦୁର୍ନୀତି ମାମଲା: କବିତାଙ୍କୁ ସମନ ଜାରି କଲା ଇଡି appeared first on Dharitri Odia News.
ହାଇଦ୍ରାବାଦ,୧୫।୧: ତେଲଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ(କେସିଆର)ଙ୍କ ଝିଅ ତଥା ଭାରତ ରାଷ୍ଟ୍ର ସମିତି (ବିଆରଏସ)ର ନେତା କବିତାଙ୍କୁ ଦିଲ୍ଲୀ ମଦ ନୀତି ମାମଲାରେ ଇଡି ସମନ ଜାରି କରିଛି। ବୁଧବାର (ଜାନୁଆରୀ ୧୬)ରେ ଏହି ମାମଲାରେ ପଚରାଉଚରା ପାଇଁ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ତାଙ୍କୁ ଡାକିଛି।
ଏହା ପୂର୍ବରୁ ମାର୍ଚ୍ଚ ଏବଂ ସେପ୍ଟେମ୍ବର ୨୦୨୩ରେ ଦିଲ୍ଲୀ ଏକ୍ସାଇଜ ପଲିସି ମାମଲାରେ କେ. କବିତାଙ୍କୁ ଇଡି ସମନ ପଠାଇଥିଲା।
The post ଦିଲ୍ଲୀ ମଦ ଦୁର୍ନୀତି ମାମଲା: କବିତାଙ୍କୁ ସମନ ଜାରି କଲା ଇଡି appeared first on Dharitri Odia News.