ଦିଲ୍ଲୀକୁ ହରାଇ ମୁମ୍ବାଇର ପ୍ରଥମ ବିଜୟ
ମୁମ୍ବାଇ,୭।୪: ମୁମ୍ବାଇ ଓ୍ବାଙ୍ଖଡ଼େ ଷ୍ଟାଡିୟମଠାରେ ରବିବାର ଖେଳାଯାଇଥିବା ଆଇପିଏଲର ୨୦ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲକୁ ୨୯ ରନ୍ରେ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମ ବିଜୟ ହାସଲ କରିଛି। ମୁମ୍ବାଇର ୨୩୫ ରନ୍ର ଜବାବରେ ଦିଲ୍ଲୀ ୨୦ ଓଭରରେ ୮ ଉଇକେଟ ହରାଇ ୨୦୫ ରନ୍ କରିବାରେ ସକ୍ଷମ ହୋଇଥିଲା। ଦଳ ପକ୍ଷରୁ ଟ୍ରିଷ୍ଟାନ ଷ୍ଟବ୍ସ ୨୫ଟି ବଲରେ ୭୧ ରନ କରିଥିବା ବେଳେ ପୃଥ୍ବୀ ଶାହ ୪୦ ବଲ୍ରେ ୬୬ ରନ୍ କରିଥିଲେ । ସେହିପରି ଅଭିଷେକ […] The post ଦିଲ୍ଲୀକୁ ହରାଇ ମୁମ୍ବାଇର ପ୍ରଥମ ବିଜୟ appeared first on Dharitri Odia News.
ମୁମ୍ବାଇ,୭।୪: ମୁମ୍ବାଇ ଓ୍ବାଙ୍ଖଡ଼େ ଷ୍ଟାଡିୟମଠାରେ ରବିବାର ଖେଳାଯାଇଥିବା ଆଇପିଏଲର ୨୦ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲକୁ ୨୯ ରନ୍ରେ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମ ବିଜୟ ହାସଲ କରିଛି।
ମୁମ୍ବାଇର ୨୩୫ ରନ୍ର ଜବାବରେ ଦିଲ୍ଲୀ ୨୦ ଓଭରରେ ୮ ଉଇକେଟ ହରାଇ ୨୦୫ ରନ୍ କରିବାରେ ସକ୍ଷମ ହୋଇଥିଲା। ଦଳ ପକ୍ଷରୁ ଟ୍ରିଷ୍ଟାନ ଷ୍ଟବ୍ସ ୨୫ଟି ବଲରେ ୭୧ ରନ କରିଥିବା ବେଳେ ପୃଥ୍ବୀ ଶାହ ୪୦ ବଲ୍ରେ ୬୬ ରନ୍ କରିଥିଲେ । ସେହିପରି ଅଭିଷେକ ପୋରେଲ ୪୧ ରନ୍ କରିଥିଲେ। ମୁମ୍ବାଇ ପକ୍ଷରୁ ଗେରାଲ୍ଡ କୋଟଜି ୪ଟି ଉଇକେଟ ନେଇଥିବା ବେଳେ ଯଶ୍ରପ୍ରୀତ ବୁମରା ୨ଟି ଉଇକେଟ ନେବାରେ ସକ୍ଷମ ହୋଇଥିଲେ।
The post ଦିଲ୍ଲୀକୁ ହରାଇ ମୁମ୍ବାଇର ପ୍ରଥମ ବିଜୟ appeared first on Dharitri Odia News.