ଦିଲ୍ଲୀରୁ ଫେରି କଣ କହିଲେ ପ୍ରଦୀପ ପାଣିଗ୍ରାହୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୩.୦ ସରକାର ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇ ଓଡ଼ିଶା ଫେରିଲେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ। ଓଡ଼ିଶାରେ ବିଜେପିର ସରକାର ଗଠନ ସହ ମୁଖ୍ୟମନ୍ତ୍ରୀ ରେସକୁ ନେଇ କଣ କହୁଛନ୍ତି ଶୁଣନ୍ତୁ.....