ଦିଲ୍ଲୀରୁ ଫେରି ବଡ଼ ବୟାନ ଦେଲେ ମନମୋହନ,କହିଲେ….
ଭୁବନେଶ୍ୱର,୨୭।୭: ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଶନିବାର ଦିଲ୍ଲୀରୁ ଭୁବନେଶ୍ୱର ଫେରିଛନ୍ତି ।ଦିଲ୍ଲୀରୁ ଫେରି ଗଣମାଧ୍ୟମକୁ ସେ ତାଙ୍କର ପ୍ରତିକ୍ରିୟା ଦେଇ କହିଛନ୍ତି, ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ସଡ଼କ ପରିବହନ ମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଛନ୍ତି। ରାଜ୍ୟର ବିକାଶ ପାଇଁ କ’ଣ କରାଯାଇପାରିବ ସେ ନେଇ ଆଲୋଚନା ହୋଇଛି। କୋଷ୍ଟାଲ ହାଇଓ୍ବେ, ଭୁବନେଶ୍ୱର ରିଂ ରୋଡ୍ ଅନୁମତି ମିଳିଛି। ସାଇକ୍ଲୋନ, ସୁନାମୀ ପ୍ରୋଟେକ୍ସନ ଓ୍ବାଲପାଇଁ ମଧ୍ୟ ଆଲୋଚନା ହୋଇଥିବା ସେ କହିଛନ୍ତି। ଅନ୍ୟପକ୍ଷେ ଖୋର୍ଦ୍ଧା ଟାଙ୍ଗୀରୁ କଟକ […] The post ଦିଲ୍ଲୀରୁ ଫେରି ବଡ଼ ବୟାନ ଦେଲେ ମନମୋହନ,କହିଲେ…. appeared first on Dharitri Odia News.
ଭୁବନେଶ୍ୱର,୨୭।୭: ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଶନିବାର ଦିଲ୍ଲୀରୁ ଭୁବନେଶ୍ୱର ଫେରିଛନ୍ତି ।ଦିଲ୍ଲୀରୁ ଫେରି ଗଣମାଧ୍ୟମକୁ ସେ ତାଙ୍କର ପ୍ରତିକ୍ରିୟା ଦେଇ କହିଛନ୍ତି, ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ସଡ଼କ ପରିବହନ ମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଛନ୍ତି। ରାଜ୍ୟର ବିକାଶ ପାଇଁ କ’ଣ କରାଯାଇପାରିବ ସେ ନେଇ ଆଲୋଚନା ହୋଇଛି। କୋଷ୍ଟାଲ ହାଇଓ୍ବେ, ଭୁବନେଶ୍ୱର ରିଂ ରୋଡ୍ ଅନୁମତି ମିଳିଛି। ସାଇକ୍ଲୋନ, ସୁନାମୀ ପ୍ରୋଟେକ୍ସନ ଓ୍ବାଲପାଇଁ ମଧ୍ୟ ଆଲୋଚନା ହୋଇଥିବା ସେ କହିଛନ୍ତି।
ଅନ୍ୟପକ୍ଷେ ଖୋର୍ଦ୍ଧା ଟାଙ୍ଗୀରୁ କଟକ ଟାଙ୍ଗୀ ବାଇପାସ୍ ରୋଡ୍କୁ ଅନୁମତି ମିଳିଛି। ସେହିପରି ଜାମଝାଡ଼ି-ଧାମରା ୪ ଥାକିଆ ରାସ୍ତାକୁ ଅନୁମତି ମିଳିଛି। ପୋଲାଭରମ ପ୍ରକଳ୍ପ ନେଇ ମଧ୍ୟ ଆଲୋଚନା ହୋଇଛି।
The post ଦିଲ୍ଲୀରୁ ଫେରି ବଡ଼ ବୟାନ ଦେଲେ ମନମୋହନ,କହିଲେ…. appeared first on Dharitri Odia News.