ଦିଲ୍ଲୀରେ ଚାଞ୍ଚଲ୍ୟ: ୫ ବର୍ଷର ଶିଶୁଙ୍କୁ ବଳାତ୍କାର
ନୂଆଦିଲ୍ଲୀ,୩୧ା୮: ଦିଲ୍ଲୀର କାପାଶେରା ଅଞ୍ଚଳରେ ୫ ବର୍ଷର ଶିଶୁକନ୍ୟାକୁ ଜଣେ ୧୪ ବର୍ଷର ବାଳକ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଶିଶୁଟି ଘରେ ଏକୁଟିଆ ଥିବାବେଳେ ପଡୋଶୀ ଘରର ନାବାଳକ ତାଙ୍କ ଯୌନ ନିର୍ଯାତନା ଦେଇଥିବା ପୋଲିସ କହିଛି। ନାବାଳକଙ୍କୁ ଧରାଯାଇ ସୁଧାର ଗୃହକୁ ପଠାଯାଇଛି। ଶିଶୁକନ୍ୟାର ମା’ ବାପା ଶ୍ରମିକ ହୋଇଥିବାରୁ ସେମାନେ ବାହାରକୁ କାମରେ ଯାଇଥିଲେ। ଏହି ସୁଯୋଗରେ ବାଳକ ଜଣକ ତାଙ୍କ ଘରେ ପଶି ବଳାତ୍କାର କରିଥିଲେ ବୋଲି ଡିସିପି ରୋହିତ ମୀନା […] The post ଦିଲ୍ଲୀରେ ଚାଞ୍ଚଲ୍ୟ: ୫ ବର୍ଷର ଶିଶୁଙ୍କୁ ବଳାତ୍କାର appeared first on Dharitri Odia News.
ନୂଆଦିଲ୍ଲୀ,୩୧ା୮: ଦିଲ୍ଲୀର କାପାଶେରା ଅଞ୍ଚଳରେ ୫ ବର୍ଷର ଶିଶୁକନ୍ୟାକୁ ଜଣେ ୧୪ ବର୍ଷର ବାଳକ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଶିଶୁଟି ଘରେ ଏକୁଟିଆ ଥିବାବେଳେ ପଡୋଶୀ ଘରର ନାବାଳକ ତାଙ୍କ ଯୌନ ନିର୍ଯାତନା ଦେଇଥିବା ପୋଲିସ କହିଛି। ନାବାଳକଙ୍କୁ ଧରାଯାଇ ସୁଧାର ଗୃହକୁ ପଠାଯାଇଛି। ଶିଶୁକନ୍ୟାର ମା’ ବାପା ଶ୍ରମିକ ହୋଇଥିବାରୁ ସେମାନେ ବାହାରକୁ କାମରେ ଯାଇଥିଲେ। ଏହି ସୁଯୋଗରେ ବାଳକ ଜଣକ ତାଙ୍କ ଘରେ ପଶି ବଳାତ୍କାର କରିଥିଲେ ବୋଲି ଡିସିପି ରୋହିତ ମୀନା କହିଛନ୍ତି।
The post ଦିଲ୍ଲୀରେ ଚାଞ୍ଚଲ୍ୟ: ୫ ବର୍ଷର ଶିଶୁଙ୍କୁ ବଳାତ୍କାର appeared first on Dharitri Odia News.