ଦିଶାଙ୍କୁ ଇଗ୍‌ନୋର କଲେ ଟାଇଗର ? ଅଭିନେତ୍ରୀଙ୍କ ପାଖରେ ବସିବାକୁ କଲେ ମନା

ମୁମ୍ଵାଇ ୨୦।୦୩: ବଲିଉଡ ଅଭିନେତ୍ରୀ ଦିଶା ପଟାନି । ବର୍ତ୍ତମାନ ତାଙ୍କ ଫିଲ୍ମ 'ଯୋଦ୍ଧା' ପାଇଁ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି ।  ଦିଶାଙ୍କ ଏହି ଫିଲ୍ମ ବକ୍ସ ଅଫିସରେ ହଇଚଇ ସୃଷ୍ଟି କରୁଛି। ଏହି ଚଳଚ୍ଚିତ୍ର ବ୍ୟତୀତ ଦିଶା ମଧ୍ୟ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଆଲୋଚନାକୁ ଆସିଛନ୍ତି । ପ୍ରାୟତଃ ସେ ସବୁବେଳେ ତାଙ୍କୁ ଘନିଷ୍ଠ ବନ୍ଧୁ ମୌନି ସହ ନଜର ଆସନ୍ତି।ବେଳେବେଳେ ଅଭିନେତ୍ରୀଙ୍କ ପ୍ରେମ ଜୀବନ ବିଷୟରେ ମଧ୍ୟ କଥାବାର୍ତ୍ତା ହୋଇଥାଏ ।ଏସବୁ ମଧ୍ୟରେ ଦିଶା ଏବଂ ତାଙ୍କର ପୂର୍ବତନ ପ୍ରେମିକ ଟାଇଗର ଶ୍ରଫଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। ଯାହାକୁ ଦେଖିଲା ପରେ ସମସ୍ତେ ଖୁସି ହୋଇଯାଇଛନ୍ତି।View this post on InstagramA post shared by Pinkvilla (@pinkvilla)ଫିଲ୍ମ 'ବଡେ ମିଆଁ ଛୋଟେ ମିଆଁ ' ସହିତ ବକ୍ସ ଅଫିସରେ ଏକ ଦମ୍‌ଦାର କମ୍‌ବ୍ୟାକ୍‌ କରିଛନ୍ତି ।  ଏସବୁ ମଧ୍ୟରେ ବର୍ତ୍ତମାନ ଦିଶା  ଏବଂ ଟାଇଗରଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି। ନିକଟରେ ଦିଶା ଏବଂ ଟାଇଗରଙ୍କୁ ଏକ ଆୱାର୍ଡ ଶୋ’ରେ ଏକାଠି ଦେଖିବାକୁ ମିଳିଥିଲା। ଏହି ଶୋ’ର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଟାଇଗର ତାଙ୍କର ପୂର୍ବ ଗର୍ଲଫ୍ରେଣ୍ଡ ଦିଶାଙ୍କୁ ଆଲିଙ୍ଗନ କରୁଥିବା ନଜର ଆସିଛନ୍ତି। ଉଭୟ ତାରକାଙ୍କ ପ୍ରଶଂସକମାନେ ଏହି ଭାଇରାଲ୍ ଭିଡିଓକୁ ବହୁତ ସେୟାର କରୁଛନ୍ତି । ଦୁହିଁଙ୍କୁ ଏକାଠି ଦେଖିବା ପରେ ପ୍ରଶଂସକମାନେ ବହୁତ ଖୁସି

ଦିଶାଙ୍କୁ ଇଗ୍‌ନୋର କଲେ ଟାଇଗର ? ଅଭିନେତ୍ରୀଙ୍କ ପାଖରେ ବସିବାକୁ କଲେ ମନା

ମୁମ୍ଵାଇ ୨୦।୦୩: ବଲିଉଡ ଅଭିନେତ୍ରୀ ଦିଶା ପଟାନି । ବର୍ତ୍ତମାନ ତାଙ୍କ ଫିଲ୍ମ 'ଯୋଦ୍ଧା' ପାଇଁ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି ।  ଦିଶାଙ୍କ ଏହି ଫିଲ୍ମ ବକ୍ସ ଅଫିସରେ ହଇଚଇ ସୃଷ୍ଟି କରୁଛି। ଏହି ଚଳଚ୍ଚିତ୍ର ବ୍ୟତୀତ ଦିଶା ମଧ୍ୟ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଆଲୋଚନାକୁ ଆସିଛନ୍ତି । ପ୍ରାୟତଃ ସେ ସବୁବେଳେ ତାଙ୍କୁ ଘନିଷ୍ଠ ବନ୍ଧୁ ମୌନି ସହ ନଜର ଆସନ୍ତି।ବେଳେବେଳେ ଅଭିନେତ୍ରୀଙ୍କ ପ୍ରେମ ଜୀବନ ବିଷୟରେ ମଧ୍ୟ କଥାବାର୍ତ୍ତା ହୋଇଥାଏ ।ଏସବୁ ମଧ୍ୟରେ ଦିଶା ଏବଂ ତାଙ୍କର ପୂର୍ବତନ ପ୍ରେମିକ ଟାଇଗର ଶ୍ରଫଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। ଯାହାକୁ ଦେଖିଲା ପରେ ସମସ୍ତେ ଖୁସି ହୋଇଯାଇଛନ୍ତି।



ଫିଲ୍ମ 'ବଡେ ମିଆଁ ଛୋଟେ ମିଆଁ ' ସହିତ ବକ୍ସ ଅଫିସରେ ଏକ ଦମ୍‌ଦାର କମ୍‌ବ୍ୟାକ୍‌ କରିଛନ୍ତି ।  ଏସବୁ ମଧ୍ୟରେ ବର୍ତ୍ତମାନ ଦିଶା  ଏବଂ ଟାଇଗରଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି। ନିକଟରେ ଦିଶା ଏବଂ ଟାଇଗରଙ୍କୁ ଏକ ଆୱାର୍ଡ ଶୋ’ରେ ଏକାଠି ଦେଖିବାକୁ ମିଳିଥିଲା। ଏହି ଶୋ’ର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଟାଇଗର ତାଙ୍କର ପୂର୍ବ ଗର୍ଲଫ୍ରେଣ୍ଡ ଦିଶାଙ୍କୁ ଆଲିଙ୍ଗନ କରୁଥିବା ନଜର ଆସିଛନ୍ତି। ଉଭୟ ତାରକାଙ୍କ ପ୍ରଶଂସକମାନେ ଏହି ଭାଇରାଲ୍ ଭିଡିଓକୁ ବହୁତ ସେୟାର କରୁଛନ୍ତି । ଦୁହିଁଙ୍କୁ ଏକାଠି ଦେଖିବା ପରେ ପ୍ରଶଂସକମାନେ ବହୁତ ଖୁସି ଦେଖାଯାଉଛନ୍ତି।

ଟାଇଗର ଶ୍ରଫଙ୍କ ଫିଲ୍ମ 'ବଡେ ମିଆଁ ଛୋଟେ ମିଆଁ' ଚଳିତ ବର୍ଷ ଏପ୍ରିଲ ୧୦ ରେ ରିଲିଜ୍‌ ହୋଇଥାଆନ୍ତାୱ ହେଲେ ଏହାର ରିଲିଜ୍ ତାରିଖ ଘୁଞ୍ଚାଯାଇଛି। ଟାଇଗରଙ୍କ ସହ ଅକ୍ଷୟ କୁମାରଙ୍କୁ ମଧ୍ୟ ଏହି ଚଳଚ୍ଚିତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ।