ଦୁଃଖୀ ଅଛନ୍ତି ଫ୍ୟାନ୍‌

ନିକଟରେ ଦୀପିକା କକର୍‌ଙ୍କୁ ସେଲିବ୍ରିଟି ମାଷ୍ଟର ସେଫ୍‌ରେ ଦେଖିବାକୁ ମିଳିଥିଲା । ଏତେ ଦିନପରେ ଫ୍ୟାନ୍‌ମାନେ ନିଜ ପ୍ରିୟ ଦୀପିକାଙ୍କୁ ଶୋ’ରେ ଦେଖି ଖୁବ ଖୁସି ଥିଲେ । ହେଲେ ହଠାତ୍‌ ଦୀପିକା ଏହି ଶୋ’ ଛାଡିଥିବା ସୂଚନା ମିଳିଥିଲା, ଯାହା ଫ୍ୟାନଙ୍କୁ ନିରାଶ କରିଛି । ହେଲେ ଶୋ’ ଛାଡିବା ପଛରେ କାରଣ ଦୀପିକାଙ୍କ ସ୍ୱାସ୍ଥ୍ୟ, ଯାହାକୁ ଦୀପିକା ନିଜେ ସମସ୍ତଙ୍କ ସହ ସେୟାର କରିଛନ୍ତି । ହଠାତ୍‌ ସେ ସେଟ୍‌ରେ ଅସୁସ୍ଥ ହୋଇ ପଡିଥିବାରୁ […]

ଦୁଃଖୀ ଅଛନ୍ତି ଫ୍ୟାନ୍‌
ଦୁଃଖୀ ଅଛନ୍ତି ଫ୍ୟାନ୍‌

ନିକଟରେ ଦୀପିକା କକର୍‌ଙ୍କୁ ସେଲିବ୍ରିଟି ମାଷ୍ଟର ସେଫ୍‌ରେ ଦେଖିବାକୁ ମିଳିଥିଲା । ଏତେ ଦିନପରେ ଫ୍ୟାନ୍‌ମାନେ ନିଜ ପ୍ରିୟ ଦୀପିକାଙ୍କୁ ଶୋ’ରେ ଦେଖି ଖୁବ ଖୁସି ଥିଲେ । ହେଲେ ହଠାତ୍‌ ଦୀପିକା ଏହି ଶୋ’ ଛାଡିଥିବା ସୂଚନା ମିଳିଥିଲା, ଯାହା ଫ୍ୟାନଙ୍କୁ ନିରାଶ କରିଛି । ହେଲେ ଶୋ’ ଛାଡିବା ପଛରେ କାରଣ ଦୀପିକାଙ୍କ ସ୍ୱାସ୍ଥ୍ୟ, ଯାହାକୁ ଦୀପିକା ନିଜେ ସମସ୍ତଙ୍କ ସହ ସେୟାର କରିଛନ୍ତି । ହଠାତ୍‌ ସେ ସେଟ୍‌ରେ ଅସୁସ୍ଥ ହୋଇ ପଡିଥିବାରୁ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା । ଯାହାପରେ ସେ ଶୋ’ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି । ଫ୍ୟାନ୍‌ମାନେ ଏହା ଜାଣିବା ପରେ ଖୁବ ଦୁଃଖୀ ଅଛନ୍ତି, ସମସ୍ତେ ଦୀପିକା ଜଲଦି ସୁସ୍ଥ ହୋଇ ପୁଣି ପରଦାକୁ ଫେରନ୍ତୁ ବୋଲି କମେଣ୍ଟରେ ଜଣାଇଛନ୍ତି । ସୂଚନା ଅନୁସାରେ ଦୀପିକାଙ୍କର କାନ୍ଧରେ ଯନ୍ତ୍ରଣା ରହିଛି, ତେଣୁ ସେ ଏହି ଶୋ’କୁ କୁଇଟ୍‌ କରିଥିବା କହିଛନ୍ତି ।