ଦୁଇ କାର୍ ମୁହାଁମୁହିଁ: ୬ ଜଣଙ୍କ ଜୀବନ ଗଲା, ୫ ଗୁରୁତର
ଜୟପୁର,୧୫ା୧: ରାଜସ୍ଥାନର ସିକର ଜିଲାର ରାଜପଥରେ ଦୁଇଟି କାର୍ ପରସ୍ପର ସହ ମୁହାଁମୁହିଁ ଧକ୍କା ହେବାରୁ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଗୁରୁତର ହୋଇଛନ୍ତି। ଗୁରୁତରମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୋଲିସ ସୂଚନାନୁସାରେ, ଏହି ଘଟଣା ରବିବାର ସହରର ଲକ୍ଷ୍ମଣଗଡ଼ ଅଞ୍ଚଳରେ ଘଟିଛି। ଯେଉଁଠାରେ ସିକରରୁ ଲକ୍ଷ୍ମୀଗଡ଼ ଅଭିମୁଖେ ଯାଉଥିବା ଏକ କାର୍ ଡିଭାଇଡର ପାର୍ ହୋଇ ରାସ୍ତାର ଅପର ପାର୍ଶ୍ୱରେ ଥିବା ଅନ୍ୟ ଏକ କାର୍ ସହିତ ମୁହାଁମୁହିଁ ପିଟି ହୋଇଥିଲା। The post ଦୁଇ କାର୍ ମୁହାଁମୁହିଁ: ୬ ଜଣଙ୍କ ଜୀବନ ଗଲା, ୫ ଗୁରୁତର appeared first on Dharitri Odia News.
ଜୟପୁର,୧୫ା୧: ରାଜସ୍ଥାନର ସିକର ଜିଲାର ରାଜପଥରେ ଦୁଇଟି କାର୍ ପରସ୍ପର ସହ ମୁହାଁମୁହିଁ ଧକ୍କା ହେବାରୁ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଗୁରୁତର ହୋଇଛନ୍ତି। ଗୁରୁତରମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ପୋଲିସ ସୂଚନାନୁସାରେ, ଏହି ଘଟଣା ରବିବାର ସହରର ଲକ୍ଷ୍ମଣଗଡ଼ ଅଞ୍ଚଳରେ ଘଟିଛି। ଯେଉଁଠାରେ ସିକରରୁ ଲକ୍ଷ୍ମୀଗଡ଼ ଅଭିମୁଖେ ଯାଉଥିବା ଏକ କାର୍ ଡିଭାଇଡର ପାର୍ ହୋଇ ରାସ୍ତାର ଅପର ପାର୍ଶ୍ୱରେ ଥିବା ଅନ୍ୟ ଏକ କାର୍ ସହିତ ମୁହାଁମୁହିଁ ପିଟି ହୋଇଥିଲା।
The post ଦୁଇ କାର୍ ମୁହାଁମୁହିଁ: ୬ ଜଣଙ୍କ ଜୀବନ ଗଲା, ୫ ଗୁରୁତର appeared first on Dharitri Odia News.