ଦୁଇ ବାଇକ୍ ମୁହାଁମୁହିଁ ଧକ୍କା: ୨ମୃତ, ୩ଗୁରୁତର
ମାଲକାନଗିରି: ମାଲକାନଗିରିସ୍ଥିତ ସତୀଗୁଡା ଡ୍ୟାମ ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କ ଘଟିଛି। ଫଳରେ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ମୃତକମାନେ ହେଲେ ବିଟୁ ବିଶ୍ବାସ(୧୯) ଓ ସୁନାଧର ଚେଟିଆ(୧୯)। ଅନିଲ ଚେଟିଆ,ସଂଜୀବ ବିଶ୍ବାସ ଏବଂ ଅଭିରାମ ରାୟ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି।