ଦୁଇ ଭାଇଙ୍କୁ ଆରପିଏଫର ଥାର୍ଡ ଡିଗ୍ରୀ !
ଏକ ଚୋରି ଘଟଣାରେ ବିମଳାଗଡ଼ ଆରପିଏଫ ସନ୍ଦେହରେ ଦୁଇ ଜଣ ଯୁବକଙ୍କୁ ଘରୁ ଉଠାଇ ନେଇ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି।
ଏକ ଚୋରି ଘଟଣାରେ ବିମଳାଗଡ଼ ଆରପିଏଫ ସନ୍ଦେହରେ ଦୁଇ ଜଣ ଯୁବକଙ୍କୁ ଘରୁ ଉଠାଇ ନେଇ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଦୁଇ ଭାଇ ଥାନାର ଦ୍ୱାରସ୍ଥ ହେବା ପରେ ଚିକିତ୍ସା ପାଇଁ କେ. ବଲାଙ୍ଗ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଦେଖନ୍ତୁ ପୂରା ରିପୋର୍ଟ।