ଦୁଇଟି ମାଆର, ଦୁଇଟି କାହାଣୀ

ଜୟନ୍ତି ମଲ୍ଲିକ , ସୋନାଲି ପଣ୍ଡା। ସୋସିଆଲ ମିଡିଆରେ ଦୁଇଟି ଚରିତ୍ର ଏବେ ଚର୍ଚ୍ଚାରେ। ଗୋଟିଏ ମା ନିଜ ପୁଅ ପାଇଁ ପୁରା ସରକାର କଳକୁ ହଲାଇ ଦେଇଥିବା ବେଳେ ଆଉ ଗୋଟିଏ ମା ନିଜ ଜୀବନକୁ ବିଳାସ ବ୍ୟସନରେ କଟାଇବା ପାଇଁ ୧୦ ବର୍ଷ ହେଲା ପୁଅକୁ ଛାଡି ଯାତ୍ରା ପାର୍ଟିରେ।

ଦୁଇଟି ମାଆର, ଦୁଇଟି କାହାଣୀ
Array