ଦୁର୍ଘଟଣା ଗ୍ରସ୍ତ ଟ୍ରଲର ରେ ଲାଗିଲା ନିଆଁ, ଆୟତ୍ତ କଲା ଅଗ୍ନିଶମ ବାହିନୀ
ପାଟଣା : କେନ୍ଦୁଝର ଜିଲା ୪୯ ନମ୍ବର ଜାତୀୟ ରାଜପଥରର ତୁରୁମୁ୍ଙ୍ଗା ବଜାର ନିକଟରେ ଆଜି ସକାଳେ ଏକ ଟ୍ରଲର ରାସ୍ତା ପାର୍ଶ୍ବରେ ଥିବା ଏକ ଜଳଖିଆ ଦୋକାନ ଓ ଏକ ମୁଢ଼ି ଦୋକାନ ଧକ୍କା ଦେଇଥିଲା। ଟ୍ରଲରଟି ସେଠାରେ ଦୁର୍ଘଟଣା ଘଟାଇ ରହିଥିବା ବେଳେ ଆଜି ସନ୍ଧ୍ୟାରେ ଟ୍ରଲରରେ ନିଆଁ ଲାଗି ଯାଇଥିଲା। ସ୍ଥାନୀୟ ଲୋକେ ଟ୍ରଲରରେ ନିଆଁ ଲାଗି ଥିବା ଦେଖି ପାଟଣା ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ସଠିକ୍ ସମୟରେ […]

ପାଟଣା : କେନ୍ଦୁଝର ଜିଲା ୪୯ ନମ୍ବର ଜାତୀୟ ରାଜପଥରର ତୁରୁମୁ୍ଙ୍ଗା ବଜାର ନିକଟରେ ଆଜି ସକାଳେ ଏକ ଟ୍ରଲର ରାସ୍ତା ପାର୍ଶ୍ବରେ ଥିବା ଏକ ଜଳଖିଆ ଦୋକାନ ଓ ଏକ ମୁଢ଼ି ଦୋକାନ ଧକ୍କା ଦେଇଥିଲା। ଟ୍ରଲରଟି ସେଠାରେ ଦୁର୍ଘଟଣା ଘଟାଇ ରହିଥିବା ବେଳେ ଆଜି ସନ୍ଧ୍ୟାରେ ଟ୍ରଲରରେ ନିଆଁ ଲାଗି ଯାଇଥିଲା। ସ୍ଥାନୀୟ ଲୋକେ ଟ୍ରଲରରେ ନିଆଁ ଲାଗି ଥିବା ଦେଖି ପାଟଣା ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ସଠିକ୍ ସମୟରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ସୂଚନା ମିଳିିଛି।