ଦୁର୍ଘଟଣା ନେଲା ବାପା-ପୁଅଙ୍କ ଜୀବନ, ସ୍ବାମୀ ଓ ପୁଅକୁ ହରାଇ ପାଗେଳି ଭଳି ହେଉଛନ୍ତି ସ୍ତ୍ରୀ

କଟକ : ଦୁର୍ଘଟଣା ନେଲା ବାପା-ପୁଅଙ୍କ ଜୀବନ । ଜଗତପୁର ଶିଖରପୁରକୁ ସଂଯୋଗ କରୁଥିବା ମହାନଦୀ ବ୍ରିଜ ଉପରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ବାପା ମା ଓ ପାଞ୍ଚ ବର୍ଷର ପୁଅ ବାଇକରେ ଯାଉଥିବାବେଳେ ଏକ ଅଜଣା ଗାଡ଼ି ଧକ୍କା ଦେଇ ଫେରାର ହୋଇଯାଇଥିଲା  । ଦୁର୍ଘଟଣାରେ ବାପା-ପୁଅଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ସ୍ବାମୀ ଓ ପୁଅକୁ ହରାଇ ମାଆ ପାଗେଳି ପ୍ରାୟ ହୋଇଯାଇଛି ।  ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି […] The post ଦୁର୍ଘଟଣା ନେଲା ବାପା-ପୁଅଙ୍କ ଜୀବନ, ସ୍ବାମୀ ଓ ପୁଅକୁ ହରାଇ ପାଗେଳି ଭଳି ହେଉଛନ୍ତି ସ୍ତ୍ରୀ appeared first on KNews Odisha.

ଦୁର୍ଘଟଣା ନେଲା ବାପା-ପୁଅଙ୍କ ଜୀବନ, ସ୍ବାମୀ ଓ ପୁଅକୁ ହରାଇ ପାଗେଳି ଭଳି ହେଉଛନ୍ତି ସ୍ତ୍ରୀ
accident 3

କଟକ : ଦୁର୍ଘଟଣା ନେଲା ବାପା-ପୁଅଙ୍କ ଜୀବନ । ଜଗତପୁର ଶିଖରପୁରକୁ ସଂଯୋଗ କରୁଥିବା ମହାନଦୀ ବ୍ରିଜ ଉପରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ବାପା ମା ଓ ପାଞ୍ଚ ବର୍ଷର ପୁଅ ବାଇକରେ ଯାଉଥିବାବେଳେ ଏକ ଅଜଣା ଗାଡ଼ି ଧକ୍କା ଦେଇ ଫେରାର ହୋଇଯାଇଥିଲା  । ଦୁର୍ଘଟଣାରେ ବାପା-ପୁଅଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ସ୍ବାମୀ ଓ ପୁଅକୁ ହରାଇ ମାଆ ପାଗେଳି ପ୍ରାୟ ହୋଇଯାଇଛି ।  ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

 

ଆହୁରି ପଢନ୍ତୁ : ବିବାହିତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

The post ଦୁର୍ଘଟଣା ନେଲା ବାପା-ପୁଅଙ୍କ ଜୀବନ, ସ୍ବାମୀ ଓ ପୁଅକୁ ହରାଇ ପାଗେଳି ଭଳି ହେଉଛନ୍ତି ସ୍ତ୍ରୀ appeared first on KNews Odisha.