ଦୁର୍ଘଟଣା ରୋକିବାକୁ ସାରା ରାଜ୍ୟରେ ଚାଲିଛି ଧରପକଡ଼
ଗତ ଦୁଇ ଦିନ ହେଲା ରାଜ୍ୟର ପ୍ରାୟ ସବୁଆଡ଼େ ଜୁଭେନାଇଲ୍ ଡ୍ରାଇଭ ରୋକିବା ପାଇଁ କଡ଼ା ଆକ୍ସନ ମୁଡ୍ରେ ପରିବହନ ବିଭାଗ।
ସମୟ ସକାଳ ସାଢେ 6ଟା। ପିଲାମାନେ ଗାଡ଼ି ଧରି ବାହାରିଥିଲେ ସ୍କୁଲ। କିନ୍ତୁ, ସ୍କୁଲ ପହଞ୍ଚିବା ପୂର୍ବରୁ ହିଁ, ବାଟରେ ଜଗି ବସିଥିଲା ପରିବହନ ବିଭାଗ। ଦେଖୁ ଦେଖୁ ମାଡ଼ି ବସୁଥିଲା, ବୟସ ପଚାରି ଚାଲାଣ କାଟୁଥିଲା। ଏ ଦୃଶ୍ୟ ରାଉରକେଲା ଜନଗହଳି ପୂର୍ଣ୍ଣ DPS ଛକର। ଯେଉଁଠି ଧଳା ପୋଷାକରେ ଗାଡ଼ି ଧରି ପୁଲିସ ପାଖରେ ଛିଡ଼ା ହୋଇଛନ୍ତି ଛାତ୍ରଛାତ୍ରୀ। ଦେଖନ୍ତୁ ପୂରା ରିପୋର୍ଟ।