Anti-Maoist Operation Chhattisgarh: ନକ୍ସଲ ବିରୋଧୀ ଲଢ଼େଇରେ ୧୦ ହଜାର ସୁରକ୍ଷାକର୍ମୀ, ଶାନ୍ତି ପ୍ରସ୍ତାବ ଦେଲେ ମାଓବାଦୀ

ମାଓବାଦୀଙ୍କୁ ଆଉ ତ୍ରାହି ନାହିଁ । ରକ୍ତରଂଜିତ ହିଂସାର ଖେଳ ଖେଳୁଥିବା ନକ୍ସଲଙ୍କୁ ଆଉ ରକ୍ଷା ନାହିଁ। ଆରପାର୍ ଲଢ଼େଇ ଚାଲିଛି ମାଓବାଦୀଙ୍କ ଅଭେଦ୍ୟ ଦୁର୍ଗ କୁହାଯାଉଥିବା ତେଲେଙ୍ଗାନା-ଛତିଶଗଡ଼ ସୀମା ବିଜାପୁର ଜିଲ୍ଲାର କସ୍ତୁରବା ଗାଁ କେରଗୁଟ୍ଟା ଜଙ୍ଗଲରେ। ବିତିଲାଣି ୭୨ ଘଣ୍ଟା...ସାମିଲ ହୋଇଛନ୍ତି ୧୦ ହଜାର ସୁରକ୍ଷାକର୍ମୀ।

Anti-Maoist Operation Chhattisgarh: ନକ୍ସଲ ବିରୋଧୀ ଲଢ଼େଇରେ ୧୦ ହଜାର ସୁରକ୍ଷାକର୍ମୀ, ଶାନ୍ତି ପ୍ରସ୍ତାବ ଦେଲେ ମାଓବାଦୀ
Array