ଦୁର୍ଘଟଣାଗ୍ରସ୍ତ ଟ୍ରକରୁ କଫ୍ ସିରପ୍ ଜବତ, ଜଣକୁ ଅଟକ ରଖି ପୋଲିସର ପଚରା ଉଚରା
କଟକ: ଦୁର୍ଘଟଣାଗ୍ରସ୍ତ ଟ୍ରକରୁ ଜବତ ହେଲା କଫ୍ ସିରପ୍ । ୧୬୮୦ ବୋତଲ କଫ୍ ସିରଫ ଜବତ କଲା କଟକ ସଦର ଥାନା ପୋଲିସ। ଘଟଣାରେ ଜଣକୁ ଅଟକ ରଖି ଅଧିକ ତଦନ୍ତ କରୁଛି ସଦର ଥାନା ପୋଲିସ।ସୂଚନା ଅନୁଯାୟୀ, ଗୁରୁବାର କୋଲକାତାରୁ ବ୍ରହ୍ମପୁର ଯାଉଥିବା ସମୟରେ କଟକ ବମ୍ଫକୁଦରେ ନିକଟରେ ଟ୍ରକଟି ଏକ ବୋଲେରୋକୁ ଧକ୍କା ଦେଇଥିଲା।ଏଥିରେ ବିପୁଳ ପରିମାଣର କଫ୍ ସିରପ୍ ମିଳିଥିଲା। ଆଉ ତଦନ୍ତ କ୍ରମେ ଟ୍ରକରୁ ଏସବୁ କଫ୍ ସିରପ୍କୁ ଜବତ କରିଛି ପୋଲିସ।
କଟକ: ଦୁର୍ଘଟଣାଗ୍ରସ୍ତ ଟ୍ରକରୁ ଜବତ ହେଲା କଫ୍ ସିରପ୍ । ୧୬୮୦ ବୋତଲ କଫ୍ ସିରଫ ଜବତ କଲା କଟକ ସଦର ଥାନା ପୋଲିସ। ଘଟଣାରେ ଜଣକୁ ଅଟକ ରଖି ଅଧିକ ତଦନ୍ତ କରୁଛି ସଦର ଥାନା ପୋଲିସ।
ସୂଚନା ଅନୁଯାୟୀ, ଗୁରୁବାର କୋଲକାତାରୁ ବ୍ରହ୍ମପୁର ଯାଉଥିବା ସମୟରେ କଟକ ବମ୍ଫକୁଦରେ ନିକଟରେ ଟ୍ରକଟି ଏକ ବୋଲେରୋକୁ ଧକ୍କା ଦେଇଥିଲା।ଏଥିରେ ବିପୁଳ ପରିମାଣର କଫ୍ ସିରପ୍ ମିଳିଥିଲା। ଆଉ ତଦନ୍ତ କ୍ରମେ ଟ୍ରକରୁ ଏସବୁ କଫ୍ ସିରପ୍କୁ ଜବତ କରିଛି ପୋଲିସ।