ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ତେଲ ନେଉଥିବାବେଳେ ବିସ୍ଫୋରଣ, ୯୦ରୁ ଉର୍ଦ୍ଧ୍ବ ମୃତ
ନୂଆଦିଲ୍ଲ: ନାଇଜେରିଆରେ ଏକ ବଡ ଅଘଟଣ ଘଟିଥିବା ଖବର ସାମ୍ନାକୁ ଆସିଛି। ଏକ ପେଟ୍ରୋଲ ଟ୍ୟାଙ୍କର ବିସ୍ଫୋରଣ ଘଟି ପ୍ରାୟ ୯୦ରୁ ଉର୍ଦ୍ଧ୍ବ ଜଣଙ୍କ ମୃତ୍ୟୁ ଘଟିଛି। ଏହାସହ ୫୦ରୁ ଅଧିକ ଲୋକେ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଓଲଟି ପଡିଥିବା ଟ୍ୟାଙ୍କରରୁ ଲୋକେ ତେଲ ନେବାକୁ ଚେଷ୍ଟା କରୁଥିବା ସମୟରେ ଏହି ବିସ୍ଫୋରଣ ଘଟିଥିବା ନେଇ ସୂଚନା ମିଳିଛି।