ଦୁର୍ଘଟଣାରେ ୧୩ଯବାନ ଆହତ

ସମାଜ ଡିଜିଟାଲ ଡେସ୍କ: ଅନୁଗୁଳ ଏନ୍‍ଏଚ୍‍ ୫୫ଜରପଡା ନିକଟରେ ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି । ଟ୍ରକ୍‍ କୁ ପଛରୁ ପିଟିଥିଲା ଭ୍ୟାନ୍‍ । ଓଏସ୍‍ଏପି ସେକେଣ୍ଡ ବାଟାଲିୟନ ଯବାନଙ୍କଚ ନେଇ ଯାଉଥିବା ଭ୍ୟାନ ଟି ଟ୍ରକ୍‍ କୁ ପିଟିଥିଲା । ଫଳରେ ୧୩ଜଣ ଯବାନ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସୂଚନା ଅନୁସାରେ ଝାରସୁଗୁଡାରୁ ଭୁବନେଶ୍ୱର ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା । ଆହତ ୧୩ଜଣଙ୍କ ମଧ୍ୟରୁ ୭ଜଣ ଗୁରୁତର ଅଛନ୍ତି, ୨ଜଣଙ୍କୁ […]

ଦୁର୍ଘଟଣାରେ ୧୩ଯବାନ ଆହତ

ସମାଜ ଡିଜିଟାଲ ଡେସ୍କ: ଅନୁଗୁଳ ଏନ୍‍ଏଚ୍‍ ୫୫ଜରପଡା ନିକଟରେ ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି । ଟ୍ରକ୍‍ କୁ ପଛରୁ ପିଟିଥିଲା ଭ୍ୟାନ୍‍ । ଓଏସ୍‍ଏପି ସେକେଣ୍ଡ ବାଟାଲିୟନ ଯବାନଙ୍କଚ ନେଇ ଯାଉଥିବା ଭ୍ୟାନ ଟି ଟ୍ରକ୍‍ କୁ ପିଟିଥିଲା । ଫଳରେ ୧୩ଜଣ ଯବାନ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସୂଚନା ଅନୁସାରେ ଝାରସୁଗୁଡାରୁ ଭୁବନେଶ୍ୱର ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା । ଆହତ ୧୩ଜଣଙ୍କ ମଧ୍ୟରୁ ୭ଜଣ ଗୁରୁତର ଅଛନ୍ତି, ୨ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।