ଦୁର୍ବୁତ୍ତଙ୍କ ଆତଙ୍କରାଜ: ଟ୍ରକ୍‌ ଡ୍ରାଇଭରଙ୍କୁ ମରଣାନ୍ତକ ଆକ୍ରମଣ, ଲୁଟିନେଲେ ଟଙ୍କା

ଜଳେଶ୍ବର: ଟ୍ରକ ଅଟକାଇ ଡ୍ରାଇଭରକୁ ମରଣାନ୍ତକ ଆକ୍ରମଣ କରିବା ସହ ତାଙ୍କ ଠାରୁ ଟଙ୍କା ଲୁଟ୍‌ କରିନେଇଛନ୍ତି ଦୁର୍ବୁତ୍ତ। ଘଟଣା ଘଟିଛି ବସ୍ତା ଥାନା ୬୦ ନମ୍ବର ଜାତୀୟ ରାଜପଥର ରାଜଘାଟ ଛକ ନିକଟରେ। ଆହୁରି ମଧ୍ୟ ମିଳିଥିବା ସୂଚନା ଅନୁଯାୟୀ, ଏହି ଦୁର୍ବୁତ୍ତମାନେ ଡ୍ରାଇଭରଙ୍କ ଠାରୁ ପ୍ରାୟ ୭୦ ହଜାର ଟଙ୍କା ନେଇଯିବା ସହ ହେଲପରଙ୍କୁ ଅପହରଣ କରିନେଇଛନ୍ତି ଦୁର୍ବୁତ୍ତ । ତେବେ ଡ୍ରାଇଭରଙ୍କୁ ପ୍ରାଥମିକ ଚିକିତ୍ସା ଦିଆଯାଇଥିବାବେଳେ, ଘଟଣାକୁ ନେଇ ଅମର୍ଦା ଫାଣ୍ଡିରେ ମାମଲା ରୁଜୁ ହୋଇଛି। ପୋଲିସ ତଦନ୍ତ ମଧ୍ୟ ଆରମ୍ଭ କରିଛି। 

ଦୁର୍ବୁତ୍ତଙ୍କ ଆତଙ୍କରାଜ: ଟ୍ରକ୍‌ ଡ୍ରାଇଭରଙ୍କୁ ମରଣାନ୍ତକ ଆକ୍ରମଣ, ଲୁଟିନେଲେ ଟଙ୍କା

ଜଳେଶ୍ବର: ଟ୍ରକ ଅଟକାଇ ଡ୍ରାଇଭରକୁ ମରଣାନ୍ତକ ଆକ୍ରମଣ କରିବା ସହ ତାଙ୍କ ଠାରୁ ଟଙ୍କା ଲୁଟ୍‌ କରିନେଇଛନ୍ତି ଦୁର୍ବୁତ୍ତ। ଘଟଣା ଘଟିଛି ବସ୍ତା ଥାନା ୬୦ ନମ୍ବର ଜାତୀୟ ରାଜପଥର ରାଜଘାଟ ଛକ ନିକଟରେ। 

ଆହୁରି ମଧ୍ୟ ମିଳିଥିବା ସୂଚନା ଅନୁଯାୟୀ, ଏହି ଦୁର୍ବୁତ୍ତମାନେ ଡ୍ରାଇଭରଙ୍କ ଠାରୁ ପ୍ରାୟ ୭୦ ହଜାର ଟଙ୍କା ନେଇଯିବା ସହ ହେଲପରଙ୍କୁ ଅପହରଣ କରିନେଇଛନ୍ତି ଦୁର୍ବୁତ୍ତ । ତେବେ ଡ୍ରାଇଭରଙ୍କୁ ପ୍ରାଥମିକ ଚିକିତ୍ସା ଦିଆଯାଇଥିବାବେଳେ, ଘଟଣାକୁ ନେଇ ଅମର୍ଦା ଫାଣ୍ଡିରେ ମାମଲା ରୁଜୁ ହୋଇଛି। ପୋଲିସ ତଦନ୍ତ ମଧ୍ୟ ଆରମ୍ଭ କରିଛି।