ଦେଖନ୍ତୁ ଭିଡିଓ ; ଘରେ ପହଞ୍ଚିବା ପରେ ଅଲ୍ଲୁଙ୍କ ପତ୍ନୀ ଓ ମାଆ ଏମିତି କଲେ..

ତେଲଙ୍ଗାନା : ଶୁକ୍ରବାର ରାତିରେ ଜେଲରେ ରହିବା ପରେ ସାଉଥ୍‌ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଶନିବାର ସକାଳେ ନିଜ ଘରେ ପହଞ୍ଚିଛନ୍ତି । ଦୀର୍ଘ ୨- ଘଣ୍ଟା ପରେ ଘରକୁ ଫେରିବା ପରେ ସ୍ୱାମୀଙ୍କୁ ଦେଖି ଭାବବିହ୍ୱଳ ହୋଇଥିଲେ ପତ୍ନୀ ସ୍ନେହା ରେଡ୍ଡୀ । ❤️❤️ #AlluArjun pic.twitter.com/8aXyoxzq5c — Sai Mohan 'NTR' (@Sai_Mohan_999) December 14, 2024 ସେ ସ୍ୱାମୀଙ୍କୁ ସାମ୍ନାରେ ଦେଖି ଆଲିଙ୍ଗନ କରିଥିବା ଭିଡିଓ ଏବେ ଭାଇରାଲ୍‌ ହେଉଛି । ଭିଡିଓରେ ସ୍ନେହାଙ୍କ […]

ଦେଖନ୍ତୁ ଭିଡିଓ ; ଘରେ ପହଞ୍ଚିବା ପରେ ଅଲ୍ଲୁଙ୍କ ପତ୍ନୀ ଓ ମାଆ ଏମିତି କଲେ..

ତେଲଙ୍ଗାନା : ଶୁକ୍ରବାର ରାତିରେ ଜେଲରେ ରହିବା ପରେ ସାଉଥ୍‌ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଶନିବାର ସକାଳେ ନିଜ ଘରେ ପହଞ୍ଚିଛନ୍ତି । ଦୀର୍ଘ ୨- ଘଣ୍ଟା ପରେ ଘରକୁ ଫେରିବା ପରେ ସ୍ୱାମୀଙ୍କୁ ଦେଖି ଭାବବିହ୍ୱଳ ହୋଇଥିଲେ ପତ୍ନୀ ସ୍ନେହା ରେଡ୍ଡୀ ।


ସେ ସ୍ୱାମୀଙ୍କୁ ସାମ୍ନାରେ ଦେଖି ଆଲିଙ୍ଗନ କରିଥିବା ଭିଡିଓ ଏବେ ଭାଇରାଲ୍‌ ହେଉଛି । ଭିଡିଓରେ ସ୍ନେହାଙ୍କ ସହ ତାଙ୍କ ପିଲାମାନେ ମଧ୍ୟ ନଜର ଆସିଛନ୍ତି । ଘରେ ପହଞ୍ଚିବା ପରେ ଅଲ୍ଲୁଙ୍କ ମାଆ ତାଙ୍କ ନଜର ଉତାରିଥିଲେ ।

୨୦୨୫ରେ ଏହି ରାଶିଙ୍କ ଭୂମି, ଯାନ, ଘର କିଣିବାର ସ୍ୱପ୍ନ ହେବ ପୂରଣ : ଶୁକ୍ର କରିବେ ଭାଗ୍ୟଶାଳୀ..

ଜେଲ୍‌ରୁ ଫେରି ଏମିତି କହିଲେ ଅଲ୍ଲୁ ଅର୍ଜୁନ