ଦେଢ ମାସରେ ଥରେ ପ୍ରତି ବ୍ଲକରେ ହେବ ଅଭିଯୋଗ ଶୁଣାଣି-ପଂଚାୟତରାଜ ମନ୍ତ୍ରୀ
ସମ୍ବଲପୁର:ବାମରା ବ୍ଲକ ଅନ୍ତର୍ଗତ ଜରାବଗା ଏବଂ ଲରିଆପାଲି ପଞ୍ଚାୟତ କାର୍ଯ୍ୟାଳୟରେ ଧନ୍ୟବାଦ ମତଦାତା କାର୍ଯ୍ୟକ୍ରମରେ ଗ୍ରାମ୍ଯ ଉନ୍ନୟନ,ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ମନ୍ତ୍ରୀ ଯୋଗଦେଇ ଦେଢ ମାସରେ ଥରେ ପ୍ରତି ବ୍ଲକରେ ଜନସାଧାରଣଙ୍କ ଅଭିଯୋଗ ଶୁଣାଣି କରିବାକୁ କହିଛନ୍ତି।ଏହାଛଡା ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ରହିଛି।ଏହାର ସମାଧାନ ହେଲେ ଯାଇ ଅଞ୍ଚଳର ବିକାଶ ହେବ ବୋଲି କହିଛନ୍ତି। ବର୍ତ୍ତମାନର ଲୋକ ସରକାର ବିଭିନ୍ନ ଉନ୍ନୟନମୂଳକ ଯୋଜନାର ସଫଳ ରୂପାୟନ ନିମନ୍ତେ ଗୁରୁତ୍ୱ ଦେଉଛନ୍ତି।ତେଣୁ ଏଥିରେ ଭାଗିଦାରୀ ହୋଇ ସମସ୍ତେ […] The post ଦେଢ ମାସରେ ଥରେ ପ୍ରତି ବ୍ଲକରେ ହେବ ଅଭିଯୋଗ ଶୁଣାଣି-ପଂଚାୟତରାଜ ମନ୍ତ୍ରୀ appeared first on Odisha.News.
ସମ୍ବଲପୁର:ବାମରା ବ୍ଲକ ଅନ୍ତର୍ଗତ ଜରାବଗା ଏବଂ ଲରିଆପାଲି ପଞ୍ଚାୟତ କାର୍ଯ୍ୟାଳୟରେ ଧନ୍ୟବାଦ ମତଦାତା କାର୍ଯ୍ୟକ୍ରମରେ ଗ୍ରାମ୍ଯ ଉନ୍ନୟନ,ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ମନ୍ତ୍ରୀ ଯୋଗଦେଇ ଦେଢ ମାସରେ ଥରେ ପ୍ରତି ବ୍ଲକରେ ଜନସାଧାରଣଙ୍କ ଅଭିଯୋଗ ଶୁଣାଣି କରିବାକୁ କହିଛନ୍ତି।ଏହାଛଡା ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ରହିଛି।ଏହାର ସମାଧାନ ହେଲେ ଯାଇ ଅଞ୍ଚଳର ବିକାଶ ହେବ ବୋଲି କହିଛନ୍ତି। ବର୍ତ୍ତମାନର ଲୋକ ସରକାର ବିଭିନ୍ନ ଉନ୍ନୟନମୂଳକ ଯୋଜନାର ସଫଳ ରୂପାୟନ ନିମନ୍ତେ ଗୁରୁତ୍ୱ ଦେଉଛନ୍ତି।ତେଣୁ ଏଥିରେ ଭାଗିଦାରୀ ହୋଇ ସମସ୍ତେ ସହଯୋଗ କରିବାକୁ ସେ କହିଛନ୍ତି।
The post ଦେଢ ମାସରେ ଥରେ ପ୍ରତି ବ୍ଲକରେ ହେବ ଅଭିଯୋଗ ଶୁଣାଣି-ପଂଚାୟତରାଜ ମନ୍ତ୍ରୀ appeared first on Odisha.News.