ଦେଶରେ ବଢୁଛି କର୍କଟ ରୋଗୀଙ୍କ ସଂଖ୍ୟା । ସବୁଠୁ ଅଧିକ ସ୍ତନ ଓ ମୁଖ କର୍କଟ ରୋଗୀ ଚିହ୍ନଟ

କନକ ବ୍ୟୁରୋ : ଭାରତରେ ବଢୁଛି କ୍ୟାନସର ,ବିଶେଷକରି ମୁଖ ଓ ବ୍ରେଷ୍ଟ କ୍ୟାନସର ଭାରତରେ ଅଧିକ ମାତ୍ରାରେ ଦେଖାଯାଉଛି । ପୁରୁଷଙ୍କ ନିକଟରେ  ମୁଖ କର୍କଟ ରୋଗ ଅଧିକ ଚିହ୍ନଟ ହେଉଥିବାବେଳେ ମହିଳାମାନଙ୍କ ନିକଟରେ ଅଧିକ  ସ୍ତନ କର୍କଟ ଦେଖିବାକୁ ମିଳୁଛି ।  ଆଇସିଏମଆର ଓ ଏନସିଡିସିର ରିପୋର୍ଟରେ ଏହି ତଥ୍ୟ ଉଲ୍ଲେଖ ରହିଛି  । ଦେଶରେ ବଢ଼ୁଛି କର୍କଟ ରୋଗୀଙ୍କ ସଂଖ୍ୟା ପୁରୁଷଙ୍କ ନିକଟରେ ମୁଖଗହ୍ବର କର୍କଟ ଓ ମହିଳାଙ୍କ ନିକଟରେ ସ୍ତନ କର୍କଟ ଅଧିକ ପରିଲିକ୍ଷିତ ହେଉଛିବିଶ୍ବରେ ଭାରତରେ ସ୍ତନ କର୍କଟରେ ସର୍ବାଧିକ ମୃତ୍ୟୁ ହୋଇଛି ବ୍ରାଜିଲ, ରୁଷ,ଭାରତ, ଚୀନ ଓ ଦକ୍ଷିଣ ଆଫ୍ରିକାରେ ସବୁଠୁ ଅଧିକ ରୋଗୀ ଚିହ୍ନଟ ଭାରତରେ ମୁଖ ଓ ସନ୍ତ କର୍କଟ ଅଧିକ ଆକ୍ରାନ୍ତ ଆଗାମୀ ଦିନରେ  ଦେଶରେ ନୂତନ କର୍କଟ ରୋଗ ଏବଂ କର୍କଟ ଜନିତ ମୃତ୍ୟୁରେ ସର୍ବାଧିକ ବୃଦ୍ଧି ଆଶଙ୍କାଅତ୍ୟାଧୁନିକ ଜୀବନ ଶୈଳୀ, ଧୁମ୍ରପାନ,ବଂଶଗତ କାରଣ ମୁଖ୍ୟ କାରଣଭାରତ ସହ ଦକ୍ଷିଣ ଆଫ୍ରିକାରେ ରୋଗୀଙ୍କ ସଂଖ୍ୟା ବଢ଼ିପାରେ ୨୦୨୫ ସୁଦ୍ଧା ଦେଶରେ ପ୍ରାୟ ୧୩% ଅଧିକ ରୋଗୀ ଚିହ୍ନଟ ଆଶଙ୍କା 

ଦେଶରେ ବଢୁଛି କର୍କଟ ରୋଗୀଙ୍କ ସଂଖ୍ୟା । ସବୁଠୁ ଅଧିକ ସ୍ତନ ଓ ମୁଖ କର୍କଟ ରୋଗୀ ଚିହ୍ନଟ

କନକ ବ୍ୟୁରୋ : ଭାରତରେ ବଢୁଛି କ୍ୟାନସର ,ବିଶେଷକରି ମୁଖ ଓ ବ୍ରେଷ୍ଟ କ୍ୟାନସର ଭାରତରେ ଅଧିକ ମାତ୍ରାରେ ଦେଖାଯାଉଛି । ପୁରୁଷଙ୍କ ନିକଟରେ  ମୁଖ କର୍କଟ ରୋଗ ଅଧିକ ଚିହ୍ନଟ ହେଉଥିବାବେଳେ ମହିଳାମାନଙ୍କ ନିକଟରେ ଅଧିକ  ସ୍ତନ କର୍କଟ ଦେଖିବାକୁ ମିଳୁଛି ।  ଆଇସିଏମଆର ଓ ଏନସିଡିସିର ରିପୋର୍ଟରେ ଏହି ତଥ୍ୟ ଉଲ୍ଲେଖ ରହିଛି  ।

ଦେଶରେ ବଢ଼ୁଛି କର୍କଟ ରୋଗୀଙ୍କ ସଂଖ୍ୟା

ପୁରୁଷଙ୍କ ନିକଟରେ ମୁଖଗହ୍ବର କର୍କଟ ଓ ମହିଳାଙ୍କ ନିକଟରେ ସ୍ତନ କର୍କଟ ଅଧିକ ପରିଲିକ୍ଷିତ ହେଉଛି
ବିଶ୍ବରେ ଭାରତରେ ସ୍ତନ କର୍କଟରେ ସର୍ବାଧିକ ମୃତ୍ୟୁ ହୋଇଛି 
ବ୍ରାଜିଲ, ରୁଷ,ଭାରତ, ଚୀନ ଓ ଦକ୍ଷିଣ ଆଫ୍ରିକାରେ ସବୁଠୁ ଅଧିକ ରୋଗୀ ଚିହ୍ନଟ 
ଭାରତରେ ମୁଖ ଓ ସନ୍ତ କର୍କଟ ଅଧିକ ଆକ୍ରାନ୍ତ 
ଆଗାମୀ ଦିନରେ  ଦେଶରେ ନୂତନ କର୍କଟ ରୋଗ ଏବଂ କର୍କଟ ଜନିତ ମୃତ୍ୟୁରେ ସର୍ବାଧିକ ବୃଦ୍ଧି ଆଶଙ୍କା
ଅତ୍ୟାଧୁନିକ ଜୀବନ ଶୈଳୀ, ଧୁମ୍ରପାନ,ବଂଶଗତ କାରଣ ମୁଖ୍ୟ କାରଣ
ଭାରତ ସହ ଦକ୍ଷିଣ ଆଫ୍ରିକାରେ ରୋଗୀଙ୍କ ସଂଖ୍ୟା ବଢ଼ିପାରେ 
୨୦୨୫ ସୁଦ୍ଧା ଦେଶରେ ପ୍ରାୟ ୧୩% ଅଧିକ ରୋଗୀ ଚିହ୍ନଟ ଆଶଙ୍କା