ଭାଜପା ସହ ବିଜେଡିର ୨୭ ବିଧାୟକ ଏବେ ବି ଅଛନ୍ତି ଯୋଗାଯୋଗରେ, ବିଧାୟକ ସରୋଜ ପାଢ଼ୀ କହିଲେ ଆମ…
ଭୁବନେଶ୍ୱର,୧୧।୧୧: ଗଞ୍ଜାମ ଜିଲା ଆସିକା ଭାଜପା ବିଧାୟକ ସରୋଜ ପାଢ଼ୀ ସୋମବାର ଏକ ବିସ୍ଫୋରକ ବୟାନ ଦେଇଛନ୍ତି। ବିଜେଡିର ୨୭ ବିଧାୟକ ଭାଜପାର ଶୀର୍ଷ ନେତୃତ୍ୱ ସହ ଯୋଗାଯୋଗରେ ଥିବା ସୋମବାର ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ବିଧାୟକ ସରୋଜଙ୍କ ବୟାନକୁ ନେଇ ଏବେ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏପରିକି ୩ ଦିନ ତଳେ ବିଜେଡିର ୨୭ ବିଧାୟକ ଏକାଠି ହୋଇଥିଲେ। ସେମାନେ ଭାଜପା ଆସିବା ପାଇଁ ଯୋଗାଯୋଗରେ ରହିଥିବା ବିଧାୟକ ପାଢ଼ୀ ପ୍ରକାଶ କରିଛନ୍ତି। […] The post ଭାଜପା ସହ ବିଜେଡିର ୨୭ ବିଧାୟକ ଏବେ ବି ଅଛନ୍ତି ଯୋଗାଯୋଗରେ, ବିଧାୟକ ସରୋଜ ପାଢ଼ୀ କହିଲେ ଆମ… appeared first on Dharitri Odia News.
ଭୁବନେଶ୍ୱର,୧୧।୧୧: ଗଞ୍ଜାମ ଜିଲା ଆସିକା ଭାଜପା ବିଧାୟକ ସରୋଜ ପାଢ଼ୀ ସୋମବାର ଏକ ବିସ୍ଫୋରକ ବୟାନ ଦେଇଛନ୍ତି। ବିଜେଡିର ୨୭ ବିଧାୟକ ଭାଜପାର ଶୀର୍ଷ ନେତୃତ୍ୱ ସହ ଯୋଗାଯୋଗରେ ଥିବା ସୋମବାର ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ବିଧାୟକ ସରୋଜଙ୍କ ବୟାନକୁ ନେଇ ଏବେ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।
ଏପରିକି ୩ ଦିନ ତଳେ ବିଜେଡିର ୨୭ ବିଧାୟକ ଏକାଠି ହୋଇଥିଲେ। ସେମାନେ ଭାଜପା ଆସିବା ପାଇଁ ଯୋଗାଯୋଗରେ ରହିଥିବା ବିଧାୟକ ପାଢ଼ୀ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷେ ୨୦୨୯ ବେଳକୁ କଂଗ୍ରେସ ୫ ଫାଳ ହୋଇଯାଇଥିବ ବୋଲି ସେ କହିଛନ୍ତି।
The post ଭାଜପା ସହ ବିଜେଡିର ୨୭ ବିଧାୟକ ଏବେ ବି ଅଛନ୍ତି ଯୋଗାଯୋଗରେ, ବିଧାୟକ ସରୋଜ ପାଢ଼ୀ କହିଲେ ଆମ… appeared first on Dharitri Odia News.