ଦେଶୀ ମଦ ପିଇ ୧୫ରୁ ଅଧିକ ଅସୁସ୍ଥ, ମେଡିକାଲରେ ଭର୍ତ୍ତି
ଦିଗପହଣ୍ଡି ୨୦।୮: ଦେଶୀ ମଦ ପିଇ ୧୫ରୁ ଅଧିକ ଅସୁସ୍ଥ । ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ମାଉନ୍ଦପୁର ଠାରେ ଘଟିଛି ଏହି ଘଟଣା । ସମସ୍ତ ଅସୁସ୍ଥଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ମାଉନ୍ଦପୁରଠାରେ ଦେଶୀ ମଦ ପିଇ ୧୫ରୁ ଅଧିକ ଅସୁସ୍ଥ ହୋଇଛନ୍ତି । ମାଉନ୍ଦପୁର ଠାରେ ଦେଶୀ ମଦ ପିଇବା ପରେ ଅସୁସ୍ଥ ହୋଇଥିବା ସୂଚନା ରହିଛି । ଅସୁସ୍ଥ ମାନେ ଚିକିଟି ବ୍ଲକ କରବାଲୁଆ ଜେନାପୁର ଗ୍ରାମର ବୋଲି ଜଣାପଡିଛି । ଅସୁସ୍ଥ ମାନଙ୍କୁ ପ୍ରଥମେ ଚିକିଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।You Can Read:କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ ପୁଣି ଅସୁସ୍ଥ, ଦିଲ୍ଲୀ ଏମ୍ସରେ ଭର୍ତ୍ତି
ଦିଗପହଣ୍ଡି ୨୦।୮: ଦେଶୀ ମଦ ପିଇ ୧୫ରୁ ଅଧିକ ଅସୁସ୍ଥ । ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ମାଉନ୍ଦପୁର ଠାରେ ଘଟିଛି ଏହି ଘଟଣା । ସମସ୍ତ ଅସୁସ୍ଥଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।
ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ମାଉନ୍ଦପୁରଠାରେ ଦେଶୀ ମଦ ପିଇ ୧୫ରୁ ଅଧିକ ଅସୁସ୍ଥ ହୋଇଛନ୍ତି । ମାଉନ୍ଦପୁର ଠାରେ ଦେଶୀ ମଦ ପିଇବା ପରେ ଅସୁସ୍ଥ ହୋଇଥିବା ସୂଚନା ରହିଛି । ଅସୁସ୍ଥ ମାନେ ଚିକିଟି ବ୍ଲକ କରବାଲୁଆ ଜେନାପୁର ଗ୍ରାମର ବୋଲି ଜଣାପଡିଛି । ଅସୁସ୍ଥ ମାନଙ୍କୁ ପ୍ରଥମେ ଚିକିଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।
You Can Read:
କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ ପୁଣି ଅସୁସ୍ଥ, ଦିଲ୍ଲୀ ଏମ୍ସରେ ଭର୍ତ୍ତି