ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ଘୋଷଣା କଲା ବିଜେଡି, ଜାଣନ୍ତୁ କିଏ କେଉଁଠି ପାଇଲେ ଟିକେଟ୍
ଭୁବନେଶ୍ୱର,୩।୪: ବିଧାନସଭା ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜୁ ଜନତା ଦଳ। ଏଥିରେ ଆଠମଲ୍ଲିକ- ନଳିନୀ ପ୍ରଧାନ, ବୀରମହାରାଜପୁର- ପଦ୍ମନାଭ ବେହେରା, ଖଡ଼ିଆଳ- ଅଧିରାଜ ପାଣିଗ୍ରାହୀ, ଫୁଲବାଣୀ- ଜୟଶ୍ରୀ କହଁର, ମାହାଙ୍ଗା-ଅଙ୍କିତ ପ୍ରତାପ ଜେନା, ତିର୍ତ୍ତୋଲ- ରମାକାନ୍ତ ଭୋଇ, ଜଗତସିଂହପୁର- ପ୍ରଶାନ୍ତ ମୁଦୁଲି, ଭୁବନେଶ୍ୱର ଉତ୍ତର- ସୁଶାନ୍ତ ରାଉତ, ଏକାମ୍ର- ଅଶୋକ ପଣ୍ଡା, ଖଲ୍ଲିକୋଟ- ସୂର୍ଯ୍ୟମଣି ବୈଦ୍ୟ, ଆସିକା- ମଞ୍ଜୁଳା ସ୍ୱାଇଁ, ବ୍ରହ୍ମପୁର- ରମେଶଚନ୍ଦ୍ର ଚ୍ୟାଉପଟ୍ଟନାୟକ, ପାରଳାଖେମୁଣ୍ଡି- ରୂପେଶ ପାଣିଗ୍ରାହୀ, […] The post ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ଘୋଷଣା କଲା ବିଜେଡି, ଜାଣନ୍ତୁ କିଏ କେଉଁଠି ପାଇଲେ ଟିକେଟ୍ appeared first on Dharitri Odia News.
ଭୁବନେଶ୍ୱର,୩।୪: ବିଧାନସଭା ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜୁ ଜନତା ଦଳ। ଏଥିରେ ଆଠମଲ୍ଲିକ- ନଳିନୀ ପ୍ରଧାନ, ବୀରମହାରାଜପୁର- ପଦ୍ମନାଭ ବେହେରା, ଖଡ଼ିଆଳ- ଅଧିରାଜ ପାଣିଗ୍ରାହୀ, ଫୁଲବାଣୀ- ଜୟଶ୍ରୀ କହଁର, ମାହାଙ୍ଗା-ଅଙ୍କିତ ପ୍ରତାପ ଜେନା, ତିର୍ତ୍ତୋଲ- ରମାକାନ୍ତ ଭୋଇ, ଜଗତସିଂହପୁର- ପ୍ରଶାନ୍ତ ମୁଦୁଲି, ଭୁବନେଶ୍ୱର ଉତ୍ତର- ସୁଶାନ୍ତ ରାଉତ, ଏକାମ୍ର- ଅଶୋକ ପଣ୍ଡା, ଖଲ୍ଲିକୋଟ- ସୂର୍ଯ୍ୟମଣି ବୈଦ୍ୟ, ଆସିକା- ମଞ୍ଜୁଳା ସ୍ୱାଇଁ, ବ୍ରହ୍ମପୁର- ରମେଶଚନ୍ଦ୍ର ଚ୍ୟାଉପଟ୍ଟନାୟକ, ପାରଳାଖେମୁଣ୍ଡି- ରୂପେଶ ପାଣିଗ୍ରାହୀ, ମୋହନା-ଅନ୍ତର୍ଯ୍ୟାମୀ ଗମାଙ୍ଗୋ -ପଟାଙ୍ଗୀ- ପ୍ରଫୁଲ୍ଲ ପାଙ୍ଗୀ, ବଣାଇ- ଭୀମସେନ ଚୌଧୁରୀ, ବାରିପଦା- ସାନନ୍ଦ ମାରାଣ୍ଡି, ତଳସରା- ବିଜୟ ଟପ୍ପୋ, ସୁନ୍ଦରଗଡ଼- ଯୋଗେଶ ସିଂହ,ରାଜଗାଙ୍ଗପୁର-ଅନୀଲ ବରୱା, ଉଦଳା- ଶ୍ରୀନାଥ ସୋରେନ୍ , ମୋରଡ଼ା-ପ୍ରୀତିଲତା କାନୁନଗୋ, ବ୍ରଜରାଜନଗର-ଅଳକା ମହାନ୍ତି, ଝାରସୁଗୁଡ଼ା-ଦୀପାଳି ଦାସ, ରାଜଗାଙ୍ଗପୁର-ଅନୀଲ ବାର୍ଲା, ବଡ଼ସାହି- ଅନସୂୟା ପାତ୍ର, ଯଶୀପୁର- ଚକ୍ରଧର ହେମ୍ବ୍ରମ୍, ଉଦଳା- ଶ୍ରନାଥ ସୋରେନ୍, ମୋରଡ଼ା-ପ୍ରୀତିନନ୍ଦା କାନୁନଗୋ, ସୋର- ମାଧବ ଧଡା।
ବୁଧବାର ଘୋଷଣା ହୋଇଥିବା ୨୭ ବିଧାନସଭା ଆସନ ଏବଂ ୫ ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇଛନ୍ତି । ପୂର୍ବରୁ ୬୫ ବିଧାନସଭା ଏବଂ ୧୫ ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା ବିଜେଡି।
The post ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ଘୋଷଣା କଲା ବିଜେଡି, ଜାଣନ୍ତୁ କିଏ କେଉଁଠି ପାଇଲେ ଟିକେଟ୍ appeared first on Dharitri Odia News.