ଧକୋଠା ଏସବିଆଇ ଏଟିଏମରୁ ୭.ଲକ୍ଷ ୪୨ହଜାର ଟଙ୍କା ଲୁଟ

କେଶଦୁରାପାଳ: ଘଷିପୁରା ଥାନା  ଧକେଠା ଏନ ଏଚ୍ ୨୦ ପାର୍ଶ୍ବରେ ଥିବା ଏସବିଆଇ ଏଟିଏମ୍ ରୁ ଲୁଟ୍ ହୋଇଛି।ଗ୍ଲାସ କଟର ସାହାର୍ଯ୍ୟରେ ସଟର କାଟିବା ସହ ଏଟିଏମକୁ କାଟି ୭ଲକ୍ଷ ୪୨ ହଜାର ଟଙ୍କା ଲୁଟି ନେଇଛନ୍ତି ବୋଲି ପୁଲିସ ମୁତ୍ରରୁ ପ୍ରକାଶ। ତେବେ ପୁଲିସ ଘଟଣାସ୍ଥଳ ପରିଦର୍ଶନ କରିବା ସହ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି। ସୂଚନା ଯୋଗ୍ୟ ଯେ ପୂର୍ବରୁ ଏହି  ଏଟିଏମ୍ ରୁ ୩୦ / ୬/୨୨ ରେ ୨୨ ଲାକ୍ଷ ଟଙ୍କା […]

ଧକୋଠା ଏସବିଆଇ ଏଟିଏମରୁ ୭.ଲକ୍ଷ ୪୨ହଜାର ଟଙ୍କା ଲୁଟ

କେଶଦୁରାପାଳ: ଘଷିପୁରା ଥାନା  ଧକେଠା ଏନ ଏଚ୍ ୨୦ ପାର୍ଶ୍ବରେ ଥିବା ଏସବିଆଇ ଏଟିଏମ୍ ରୁ ଲୁଟ୍ ହୋଇଛି।ଗ୍ଲାସ କଟର ସାହାର୍ଯ୍ୟରେ ସଟର କାଟିବା ସହ ଏଟିଏମକୁ କାଟି ୭ଲକ୍ଷ ୪୨ ହଜାର ଟଙ୍କା ଲୁଟି ନେଇଛନ୍ତି ବୋଲି ପୁଲିସ ମୁତ୍ରରୁ ପ୍ରକାଶ। ତେବେ ପୁଲିସ ଘଟଣାସ୍ଥଳ ପରିଦର୍ଶନ କରିବା ସହ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।

ସୂଚନା ଯୋଗ୍ୟ ଯେ ପୂର୍ବରୁ ଏହି  ଏଟିଏମ୍ ରୁ ୩୦ / ୬/୨୨ ରେ ୨୨ ଲାକ୍ଷ ଟଙ୍କା ଲୁଟି ନେଇଥିଲେ । ୨ ବର୍ଷ ହେବାକୁ ଥିବାବେଳ ଲୁଟେରା ମାନଙ୍କୁ ପୁଲିସ ଧରି ପାରିନାହାନ୍ତି।