ଧକ୍କା ଦେଇ କଟା ହାତକୁ ଘୋଷାଡ଼ିନେଲା ପିକ୍‌ଅପ୍‌ ଭ୍ୟାନ

ଜଳେଶ୍ବର,୨୧ା୨(ନବୀନ ସାହୁ): ପିକଅପ ଜଣେ ବ୍ୟକ୍ତି ଙ୍କୁ ଧକ୍କା ଦେଇ କଟା ହାତକୁ ଘୋଷଡି ନେଲା ୨୦ କି.ମି.। ଆହତ ବ୍ୟକ୍ତିଙ୍କୁ କଟକ ବଡ ମେଡିକାଲ ପଠାଯାଇଛି। ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଲକ୍ଷ୍ମଣନାଥ- ଚାଫ୍‌ଲା ରୋଡରେ ଲକ୍ଷ୍ମଣ ନାଥ ସୁବର୍ଣ୍ଣରେଖା ପୋଲ ଉପରେ ଏକ ପିକଅପ୍‌ ଶ୍ରୀରାମପୁର ପଞ୍ଚାୟତ ଗୁରୁଦାସପୁର ଗ୍ରାମର ପୂର୍ଣ୍ଣଚନ୍ଦ୍ର ମହାନ୍ତି ନାମକ ବ୍ୟକ୍ତିଙ୍କୁ ଧକ୍କା ଦେଇ ତାଙ୍କ ଡାହାଣ ହାତକୁ କାଟି ଘୋଷାଡି ଘୋଷାଡି ୨୦ କି.ମି. ପର୍ଯ୍ୟନ୍ତ ନେଇଥିଲ। ଖୁଆଡ […] The post ଧକ୍କା ଦେଇ କଟା ହାତକୁ ଘୋଷାଡ଼ିନେଲା ପିକ୍‌ଅପ୍‌ ଭ୍ୟାନ appeared first on Dharitri Odia News.

ଧକ୍କା ଦେଇ କଟା ହାତକୁ ଘୋଷାଡ଼ିନେଲା ପିକ୍‌ଅପ୍‌ ଭ୍ୟାନ

ଜଳେଶ୍ବର,୨୧ା୨(ନବୀନ ସାହୁ): ପିକଅପ ଜଣେ ବ୍ୟକ୍ତି ଙ୍କୁ ଧକ୍କା ଦେଇ କଟା ହାତକୁ ଘୋଷଡି ନେଲା ୨୦ କି.ମି.। ଆହତ ବ୍ୟକ୍ତିଙ୍କୁ କଟକ ବଡ ମେଡିକାଲ ପଠାଯାଇଛି। ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଲକ୍ଷ୍ମଣନାଥ- ଚାଫ୍‌ଲା ରୋଡରେ ଲକ୍ଷ୍ମଣ ନାଥ ସୁବର୍ଣ୍ଣରେଖା ପୋଲ ଉପରେ ଏକ ପିକଅପ୍‌ ଶ୍ରୀରାମପୁର ପଞ୍ଚାୟତ ଗୁରୁଦାସପୁର ଗ୍ରାମର ପୂର୍ଣ୍ଣଚନ୍ଦ୍ର ମହାନ୍ତି ନାମକ ବ୍ୟକ୍ତିଙ୍କୁ ଧକ୍କା ଦେଇ ତାଙ୍କ ଡାହାଣ ହାତକୁ କାଟି ଘୋଷାଡି ଘୋଷାଡି ୨୦ କି.ମି. ପର୍ଯ୍ୟନ୍ତ ନେଇଥିଲ।

ଖୁଆଡ ପଞ୍ଚାୟତ ପୁରୁଣାପାଣି ଗ୍ରାମର ବ୍ୟକ୍ତି ପିକଅପକୁ ଅଟକ ରଖି ରାଇବଣିଆ ପୋଲିସକୁ ଖବର ଦେଇଥିଲେ। ଉକ୍ତ ଡ୍ରାଇଭର ହେଲେ ଶ୍ରୀରାମପୁର ପଞ୍ଚାୟତ ସୋନିଆ ମଲ୍ଲିକ। ପରେ ରାଇବଣିଆ ପୋଲିସ ପହଞ୍ଚି କଟା ହାତକୁ ଜବତ କରି ମେଡିକାଲ ପଠାଇବା ସହିତ ଦୁର୍ଘଟଣା ଘଟାଇଥିବା ପିକଅପକୁ ଜବତ କରି ଡ୍ରାଇଭରଙ୍କୁ ଥାନାକୁ ନେଇଛି।

The post ଧକ୍କା ଦେଇ କଟା ହାତକୁ ଘୋଷାଡ଼ିନେଲା ପିକ୍‌ଅପ୍‌ ଭ୍ୟାନ appeared first on Dharitri Odia News.