ବସ୍‌ ଧକ୍କାରେ ମହିଳା ମୃତ

ଭୁବନେଶ୍ଵର: ମହିଳାଙ୍କ ଜୀବନ ନେଲା ବସ୍। ରାଜଧାନୀ ଭୁବନେଶ୍ଵରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବସ୍ ଧକ୍କାରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ବର୍ତ୍ତମାନ ପର୍ଯ୍ୟନ୍ତ ମୃତ ମହିଳାଙ୍କ ପରିଚୟ ମିଳିନି। ଉତ୍କଳ ହସ୍ପିଟାଲ ନିକଟରେ ବସ୍ ଟି ମହିଳାଙ୍କୁ ଧକ୍କା ଦେଇଥିଲା। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି। ଏବଂ ଦୁର୍ଘଟଣା ଘଟାଇଥିବା ବସ୍ ଟିକୁ ଅଟକ ରଖିଛି।