ଧରାକୋଟରେ ନିର୍ବାଚନ ପରବର୍ତ୍ତୀ ହିଂସା, ଯୁବକଙ୍କୁ ପିଟିପିଟି ମାରିଦେଲେ
ଆସ୍କା ୬।୬: ନିର୍ବାଚନ ପରବର୍ତ୍ତୀ ହିଂସା । ଯୁବକଙ୍କୁ ପିଟିପିଟି ମାରିଦେଲେ । ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ ବଡ଼ଗଡ଼ ଥାନା ଅଧିନସ୍ଥ ସୁନ୍ଦିପଲ୍ଲୀ ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା ।ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ ବଡ଼ଗଡ଼ ଥାନା ଅଧିନସ୍ଥ ସୁନ୍ଦିପଲ୍ଲୀ ଗ୍ରାମରେ ନିର୍ବାଚନ ପରବର୍ତ୍ତୀ ହିଂସାକାଣ୍ଡ ଦେଖିବାକୁ ମିଳିଛି । ଗ୍ରାମର ୩୫ ବର୍ଷ ବୟସ୍କ ଯୁବକଙ୍କୁ ପିଟିପିଟି ମାରିଦେଲେ । ମୃତ ଯୁବକ ଜଣଙ୍କ ହେଲେ ମିଟୁ ବିଷୋୟୀ । ମିଟୁଙ୍କ ମୁଣ୍ଡ ଓ ଗୋଡ଼କୁ ହଣା ଯାଇଥିବା ଦାଗ ରହିଛି । ଘଟଣାସ୍ଥଳରେ ବଡ଼ଗଡ଼ ପୋଲିସ ଓ ଧରାକୋଟ ପୋଲିସ ପହଞ୍ଚି ଶବ ଜବତ କରି ଅଧିକ ତଦନ୍ତ ଜାରି ରଖିଛନ୍ତି ।You Can Read :ଘରୋଇ ମେଡିକାଲ ସହ MOU ଜାରି, BSKY ନେଇ ସ୍ୱାସ୍ଥ୍ୟ ବିଭାଗର ସ୍ପଷ୍ଟୀକରଣ
ଆସ୍କା ୬।୬: ନିର୍ବାଚନ ପରବର୍ତ୍ତୀ ହିଂସା । ଯୁବକଙ୍କୁ ପିଟିପିଟି ମାରିଦେଲେ । ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ ବଡ଼ଗଡ଼ ଥାନା ଅଧିନସ୍ଥ ସୁନ୍ଦିପଲ୍ଲୀ ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା ।
ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ ବଡ଼ଗଡ଼ ଥାନା ଅଧିନସ୍ଥ ସୁନ୍ଦିପଲ୍ଲୀ ଗ୍ରାମରେ ନିର୍ବାଚନ ପରବର୍ତ୍ତୀ ହିଂସାକାଣ୍ଡ ଦେଖିବାକୁ ମିଳିଛି । ଗ୍ରାମର ୩୫ ବର୍ଷ ବୟସ୍କ ଯୁବକଙ୍କୁ ପିଟିପିଟି ମାରିଦେଲେ । ମୃତ ଯୁବକ ଜଣଙ୍କ ହେଲେ ମିଟୁ ବିଷୋୟୀ । ମିଟୁଙ୍କ ମୁଣ୍ଡ ଓ ଗୋଡ଼କୁ ହଣା ଯାଇଥିବା ଦାଗ ରହିଛି । ଘଟଣାସ୍ଥଳରେ ବଡ଼ଗଡ଼ ପୋଲିସ ଓ ଧରାକୋଟ ପୋଲିସ ପହଞ୍ଚି ଶବ ଜବତ କରି ଅଧିକ ତଦନ୍ତ ଜାରି ରଖିଛନ୍ତି ।
You Can Read :
ଘରୋଇ ମେଡିକାଲ ସହ MOU ଜାରି, BSKY ନେଇ ସ୍ୱାସ୍ଥ୍ୟ ବିଭାଗର ସ୍ପଷ୍ଟୀକରଣ