ଧର୍ମପରାୟଣା ମହିଳାଙ୍କ ପରଲୋକ
ସମ୍ବଲପୁର: ଧନୁପାଲି ନିବାସୀ ଉପେନ୍ଦ୍ର ମାଝୀଙ୍କ ସ୍ତ୍ରୀ ସୁରେଶ୍ବରୀ ମାଝୀ (୮୩ ବର୍ଷ)ଙ୍କ ରବିବାର ନିଜବାସଭବନରେ ପରଲୋକ ହୋଇଯାଇଛି। ସେ କିଛି ଦିନ ହେବ ବାର୍ଦ୍ଧକ୍ୟଜନିତ ଅସୁସ୍ଥ ଥିଲେ। ସେ ଧାର୍ମିକ ଓ ମିଷ୍ଟଭାଷୀ ଥିଲେ। ସ୍ଥାନୀୟ ରାଜଘାଟରେ ତାଙ୍କ ଶେଷକୃତ୍ୟ ହୋଇଥିଲା। ଜ୍ୟେଷ୍ଠପୁତ୍ର ଅଲ୍ ଇଣ୍ଡିଆ ରେଡିଓର ଅବସରପ୍ରାପ୍ତ ସହକାରୀ ନିର୍ଦ୍ଦେଶକ ପ୍ରଫୁଲ୍ଲ ମାଝୀ ମୁଖାଗ୍ନି ଦେଇଥିଲେ। ଅନ୍ତିମ ସମୟରେ ଅନ୍ୟମାନଙ୍କ ମଧ୍ୟରେ ପୁତ୍ର ପ୍ରଶାନ୍ତ ମାଝୀ, ପୁତ୍ରବୋଧୂ, ଝିଅଜ୍ବାଇଁ, ନାତିନାତୁଣି ଉପସ୍ଥିତ ଥିଲେ। ସହରର […] The post ଧର୍ମପରାୟଣା ମହିଳାଙ୍କ ପରଲୋକ appeared first on Odisha.News.
ସମ୍ବଲପୁର: ଧନୁପାଲି ନିବାସୀ ଉପେନ୍ଦ୍ର ମାଝୀଙ୍କ ସ୍ତ୍ରୀ ସୁରେଶ୍ବରୀ ମାଝୀ (୮୩ ବର୍ଷ)ଙ୍କ ରବିବାର ନିଜବାସଭବନରେ ପରଲୋକ ହୋଇଯାଇଛି। ସେ କିଛି ଦିନ ହେବ ବାର୍ଦ୍ଧକ୍ୟଜନିତ ଅସୁସ୍ଥ ଥିଲେ। ସେ ଧାର୍ମିକ ଓ ମିଷ୍ଟଭାଷୀ ଥିଲେ। ସ୍ଥାନୀୟ ରାଜଘାଟରେ ତାଙ୍କ ଶେଷକୃତ୍ୟ ହୋଇଥିଲା। ଜ୍ୟେଷ୍ଠପୁତ୍ର ଅଲ୍ ଇଣ୍ଡିଆ ରେଡିଓର ଅବସରପ୍ରାପ୍ତ ସହକାରୀ ନିର୍ଦ୍ଦେଶକ ପ୍ରଫୁଲ୍ଲ ମାଝୀ ମୁଖାଗ୍ନି ଦେଇଥିଲେ। ଅନ୍ତିମ ସମୟରେ ଅନ୍ୟମାନଙ୍କ ମଧ୍ୟରେ ପୁତ୍ର ପ୍ରଶାନ୍ତ ମାଝୀ, ପୁତ୍ରବୋଧୂ, ଝିଅଜ୍ବାଇଁ, ନାତିନାତୁଣି ଉପସ୍ଥିତ ଥିଲେ। ସହରର ବହୁ ଜଣାଶୁଣା ବ୍ୟକ୍ତି ଶବାଧାରରେ ସାମିଲ ଥିଲେ। ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
The post ଧର୍ମପରାୟଣା ମହିଳାଙ୍କ ପରଲୋକ appeared first on Odisha.News.