ଧଳା ଘୁଷୁରି ଚାଷରୁ ଲକ୍ଷପତି

ନିଜେ ସ୍ୱାବଲମ୍ୱୀ ହେବା ସହିତ ଅନ୍ୟଙ୍କ ହାତକୁ ରୋଜଗାର ଯୋଗାଉଛନ୍ତି। ଏମିତି ଜଣେ ସଫଳ ଚାଷୀ ହେଉଛନ୍ତି ନୟାଗଡ଼ ଜିଲ୍ଲାର ରଘୁନାଥ ମହାନ୍ତି।

ଧଳା ଘୁଷୁରି ଚାଷରୁ ଲକ୍ଷପତି

ଚାକିରି ପଛରେ ନଗୋଡ଼ାଇ ବ୍ୟବସାୟ କରିବା ପାଇଁ ମନୋନିବେଶ କଲେ। ଆଉ ବ୍ୟବସାୟ କରିଥିଲେ। ହେଲେ ସଫଳ ହେବା ପରିବର୍ତ୍ତେ ବାରମ୍ବାର ବିଫଳ ହେଉଥିଲେ। ହେଲେ ହାର ମାନିଲେ ନାହିଁ। ସବୁଆଡୁ ନିରାଶ ହେବା ପରେ ଶେଷରେ ଘୁଷୁରି ଚାଷ କଲେ, ଆଉ ସଫଳତା ପାଇଲେ। ଏବେ ମାଲେମାଲ୍ ହୋଇଛନ୍ତି। ନିଜେ ସ୍ୱାବଲମ୍ୱୀ ହେବା ସହିତ ଅନ୍ୟଙ୍କ ହାତକୁ ରୋଜଗାର ଯୋଗାଉଛନ୍ତି। ଏମିତି ଜଣେ ସଫଳ ଚାଷୀ ହେଉଛନ୍ତି ନୟାଗଡ଼ ଜିଲ୍ଲାର ରଘୁନାଥ ମହାନ୍ତି।