ଧାଡ଼ିରେ ଠିଆ ହୋଇ ଭୋଟ୍‌ ଦେଲେ ଦିବ୍ୟଶଙ୍କର

ଭବାନୀପାଟଣା,୧୩ା୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ସହର ବଜାରପଡ଼ାସ୍ଥିତ ବୁଥ୍‌ ନଂ ୨୬୨ରେ ଭୋଟ୍‌ ଦେଇଛନ୍ତି ଜୁନାଗଡ଼ ବିଜେଡି ବିଧାୟକ ପ୍ରାର୍ଥୀ ତଥା ପୂର୍ବତନ ମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ର। ଦୀର୍ଘ ସମୟ ଧରି ଲମ୍ବା ଧାଡ଼ିରେ ଛିଡ଼ା ହୋଇ ସେ ନିଜ ମତ ସାବ୍ୟସ୍ତ କରିଛନ୍ତି। ସେହିପରି ଗଣତନ୍ତ୍ରର ଏହି ମହାନ ପର୍ବରେ ସାମିଲ ହୋଇ ସମସ୍ତେ ଭୋଟ୍‌ ଦେବାକୁ ସେ ସମସ୍ତ ଭୋଟରଙ୍କୁ ନିବେଦନ କରିଛନ୍ତି। The post ଧାଡ଼ିରେ ଠିଆ ହୋଇ ଭୋଟ୍‌ ଦେଲେ ଦିବ୍ୟଶଙ୍କର appeared first on Dharitri Odia News.

ଧାଡ଼ିରେ ଠିଆ ହୋଇ ଭୋଟ୍‌ ଦେଲେ ଦିବ୍ୟଶଙ୍କର

ଭବାନୀପାଟଣା,୧୩ା୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ସହର ବଜାରପଡ଼ାସ୍ଥିତ ବୁଥ୍‌ ନଂ ୨୬୨ରେ ଭୋଟ୍‌ ଦେଇଛନ୍ତି ଜୁନାଗଡ଼ ବିଜେଡି ବିଧାୟକ ପ୍ରାର୍ଥୀ ତଥା ପୂର୍ବତନ ମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ର। ଦୀର୍ଘ ସମୟ ଧରି ଲମ୍ବା ଧାଡ଼ିରେ ଛିଡ଼ା ହୋଇ ସେ ନିଜ ମତ ସାବ୍ୟସ୍ତ କରିଛନ୍ତି। ସେହିପରି ଗଣତନ୍ତ୍ରର ଏହି ମହାନ ପର୍ବରେ ସାମିଲ ହୋଇ ସମସ୍ତେ ଭୋଟ୍‌ ଦେବାକୁ ସେ ସମସ୍ତ ଭୋଟରଙ୍କୁ ନିବେଦନ କରିଛନ୍ତି।

The post ଧାଡ଼ିରେ ଠିଆ ହୋଇ ଭୋଟ୍‌ ଦେଲେ ଦିବ୍ୟଶଙ୍କର appeared first on Dharitri Odia News.