ଧାମନଗରରେ ପୁଣି ଉଇଁଲା ସୂର୍ଯ୍ୟ, ଫୁଟିଲା ପଦ୍ମ

ଭୁବନେଶ୍ୱର,୪।୬: ଧାମନଗରରେ ବିଜୟୀ ହେଲେ ସୂର୍ଯ୍ୟବଂଶୀ ସୁରଜ। ଭାଜପା ପ୍ରାର୍ଥୀ ସୂର୍ଯ୍ୟବଂଶୀ, ବିଜେଡି ପ୍ରାର୍ଥୀ ସଞ୍ଜୟ କୁମାର ଦାସଙ୍କୁ ୭୨୩୮ ଭୋଟରେ ହରାଇ ବିଜୟୀ ହୋଇଛନ୍ତି।   The post ଧାମନଗରରେ ପୁଣି ଉଇଁଲା ସୂର୍ଯ୍ୟ, ଫୁଟିଲା ପଦ୍ମ appeared first on Dharitri Odia News.

ଧାମନଗରରେ ପୁଣି ଉଇଁଲା ସୂର୍ଯ୍ୟ, ଫୁଟିଲା ପଦ୍ମ

ଭୁବନେଶ୍ୱର,୪।୬: ଧାମନଗରରେ ବିଜୟୀ ହେଲେ ସୂର୍ଯ୍ୟବଂଶୀ ସୁରଜ। ଭାଜପା ପ୍ରାର୍ଥୀ ସୂର୍ଯ୍ୟବଂଶୀ, ବିଜେଡି ପ୍ରାର୍ଥୀ ସଞ୍ଜୟ କୁମାର ଦାସଙ୍କୁ ୭୨୩୮ ଭୋଟରେ ହରାଇ ବିଜୟୀ ହୋଇଛନ୍ତି।

 

The post ଧାମନଗରରେ ପୁଣି ଉଇଁଲା ସୂର୍ଯ୍ୟ, ଫୁଟିଲା ପଦ୍ମ appeared first on Dharitri Odia News.