ଧୂମଧାମରେ ଚାଲିଥିଲା ବାହାଘର ଭୋଜି, ସୁଟ ବୁଟ୍ ପିନ୍ଧି ଗେଷ୍ଟ ହୋଇ ଆସିଲେ...ଘରେ ପଶି ସବୁ ଲୁଟିନେଲେ...

ବାହାଘର ଭୋଜିରେ ସବୁ ଖାଇବା ପିଇବା ମଜା ମଜଲିସରେ ବ୍ୟସ୍ତ ଥିବା ବେଳେ ଘର ଭିତରେ ଚୋର ବୁଲାଇଥିଲା କଳାକନା | ଆଲମିରା ଭାଙ୍ଗି ଟଙ୍କା ସହ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନାଗହଣା | ଘଟଣା ସମ୍ପର୍କରେ ସୋର ଥାନାରେ ଅଭିଯୋଗ ପରେ ସୋର ପୋଲିସ ଘରେ