ନକଲି କ୍ରିପ୍ଟୋ କରେନ୍ସି ନାଁ ରେ ୧୦ କୋଟିର ଠକେଇ: ମାଷ୍ଟରମାଇଣ୍ଡ ସମେତ ୭ ଗିରଫ

ବଲାଙ୍ଗୀର,୨୦।୧:(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ପୋଲିସକୁ ଏକ ବଡଧରଣର ସଫଳତା ମିଳିଛି। ନକଲି କ୍ରିପ୍ଟୋ କରେନ୍ସି ନାଁରେ ଚାଲିଥିବା ଏକ ଟଙ୍କା ଠକେଇ ରାକେଟର ପର୍ଦ୍ଦାଫାଶ ହୋଇଛି । ବଲାଙ୍ଗୀର ପୋଲିସ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ବଲାଙ୍ଗୀରର ୬ ଜଣ ଓ ଯାଜପୁରର ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ ମାଷ୍ଟରମାଇଣ୍ଡ ପ୍ରଶାନ୍ତ ମେହେର ଯିଏକି ଯୁକ୍ତଦୁଇ ପାଠ ପଢ଼ିଛନ୍ତି ସେ ଏହି ନକଲି କ୍ରିପ୍ଟୋ କରେନ୍ସି କମ୍ପାନୀ ଚଳାଉଥିଲେ। ବଲାଙ୍ଗୀର ଏସପି ରଷିକେଶ […] The post ନକଲି କ୍ରିପ୍ଟୋ କରେନ୍ସି ନାଁ ରେ ୧୦ କୋଟିର ଠକେଇ: ମାଷ୍ଟରମାଇଣ୍ଡ ସମେତ ୭ ଗିରଫ appeared first on Dharitri Odia News.

ନକଲି କ୍ରିପ୍ଟୋ କରେନ୍ସି ନାଁ ରେ ୧୦ କୋଟିର ଠକେଇ: ମାଷ୍ଟରମାଇଣ୍ଡ ସମେତ ୭ ଗିରଫ

ବଲାଙ୍ଗୀର,୨୦।୧:(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ପୋଲିସକୁ ଏକ ବଡଧରଣର ସଫଳତା ମିଳିଛି। ନକଲି କ୍ରିପ୍ଟୋ କରେନ୍ସି ନାଁରେ ଚାଲିଥିବା ଏକ ଟଙ୍କା ଠକେଇ ରାକେଟର ପର୍ଦ୍ଦାଫାଶ ହୋଇଛି । ବଲାଙ୍ଗୀର ପୋଲିସ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ବଲାଙ୍ଗୀରର ୬ ଜଣ ଓ ଯାଜପୁରର ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ ମାଷ୍ଟରମାଇଣ୍ଡ ପ୍ରଶାନ୍ତ ମେହେର ଯିଏକି ଯୁକ୍ତଦୁଇ ପାଠ ପଢ଼ିଛନ୍ତି ସେ ଏହି ନକଲି କ୍ରିପ୍ଟୋ କରେନ୍ସି କମ୍ପାନୀ ଚଳାଉଥିଲେ। ବଲାଙ୍ଗୀର ଏସପି ରଷିକେଶ ଖିଲାରୀ ଖବରଦାତା ସମ୍ମିଳନୀରେ ଏହା ଜଣାଇଛନ୍ତି ।

The post ନକଲି କ୍ରିପ୍ଟୋ କରେନ୍ସି ନାଁ ରେ ୧୦ କୋଟିର ଠକେଇ: ମାଷ୍ଟରମାଇଣ୍ଡ ସମେତ ୭ ଗିରଫ appeared first on Dharitri Odia News.